ଖୋଜା ଫଳାଫଳ

(୨୦ର ଆଗରୁ | ) (୨୦ | ୫୦ | ୧୦୦ | ୨୫୦ | ୫୦୦) ଟି ଦେଖିବେ
  • — tʃˈʌɾʌmˌɔ adˈʌɾʃɔ ମନୁଷ୍ୟ ଜୀବନର ସର୍ବୋତ୍କୃଷ୍ଟ ବା ଅନ୍ତିମ ଲକ୍ଷ୍ୟ —The beau-ideal; the ultimate model or aim of life; the highest aim of human existence....
    ୭୩୯ bytes (୩୩ ଟି ଶବ୍ଦ) - ୦୮:୦୯, ୧ ସେପ୍ଟେମ୍ବର ୨୦୧୭
  • lˈʌkʰkʰjo ɾˈʌkʰibˌa ୧. କୌଣସି ଉଦ୍ଦେଶ୍ୟ ପ୍ରତି ଦୃଷ୍ଟି ରଖିବା —୧. To aim at a goal. ୨. କୌଣସି ନିର୍ଦ୍ଦିଷ୍ଟ ଶରବ୍ୟ ପ୍ରତି ଦୃଷ୍ଟି ରଖିବା —୨. To aim at hitting a target....
    ୬୦୧ bytes (୩୭ ଟି ଶବ୍ଦ) - ୧୦:୫୧, ୨୨ ମଇ ୨୦୧୫
  • ଲକ୍ଷ୍ୟଚ୍ୟୁତ ରୋ.ଟ୍ରା. — Lakshya chyuta ଆଇ.ପି.ଏ. — lʌkʰkʰjˈʌtʃjʌˌuto (ଲକ୍ଷଭ୍ରଷ୍ଟ—ଅନ୍ୟରୂପ) ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରି ନ ଥିବା —Deviating from the aim or target....
    ୫୨୭ bytes (୨୩ ଟି ଶବ୍ଦ) - ୧୦:୫୦, ୨୨ ମଇ ୨୦୧୫
  • ସଦୁଦ୍ଦେଶ୍ୟ ରୋ.ଟ୍ରା. — Saduddeṡya ଆଇ.ପି.ଏ. — ʃˌʌduddˈewʃjo ୧. Honest Intention. ୨. ମହତ୍ ଅଭିପ୍ରାୟ — ୨. Noble aim....
    ୪୩୧ bytes (୧୭ ଟି ଶବ୍ଦ) - ୨୧:୩୭, ୧୦ ଜୁନ ୨୦୧୫
  • ଫଳ ପ୍ରାପ୍ତି ରୋ.ଟ୍ରା. — Phaḻa prāpti ଆଇ.ପି.ଏ. — pʰˈʌl̩ˌʌ pɾˈapti କାମ୍ୟ ବସ୍ତୁର ପ୍ରାପ୍ତି — Achievement of one's aim....
    ୪୪୬ bytes (୧୮ ଟି ଶବ୍ଦ) - ୧୭:୨୯, ୨୨ ଫେବୃଆରୀ ୨୦୧୫
  • ନିବର୍ତ୍ତବା — ୧. Withdrawing from a desired object; desisting from one's aim. ୨. ପ୍ରତ୍ୟ୍ୟାବର୍ତ୍ତନ; ଫେରିବା; ପ୍ରତ୍ୟାଗମନ —୨. Returning. ୩. ନିବାରଣ —୩. Prevention...
    ୧ KB (୫୫ ଟି ଶବ୍ଦ) - ୦୦:୫୪, ୨୧ ଫେବୃଆରୀ ୨୦୧୫
  • Durlaksha ଆଇ.ପି.ଏ. — duɾlˈʌkʰkʰjo ଯାହା ଅତି କଷ୍ଟରେ ଦେଖାଯାଏ —Scarcely visible; extremely difficult to be seen (କର୍ମଧା) ଅନିଶ୍ଚିତ ଲକ୍ଷ୍ୟ —Uncertain aim....
    ୬୫୭ bytes (୨୪ ଟି ଶବ୍ଦ) - ୦୦:୪୦, ୨୦ ଜାନୁଆରୀ ୨୦୧୫
  • ରୋ.ଟ୍ରା. — Ṡarīrāpaṇa ଆଇ.ପି.ଏ. — ʃˌʌɾiɾˈaɾpʌnˌɔ କୌଣସି ଉଦ୍ଦିଷ୍ଟ କାର୍ଯ୍ୟରେ ନିଜର ଦେହକୁ ସମର୍ପଣ କରିବା —Offering of one's body to a particular aim or work....
    ୫୦୮ bytes (୨୫ ଟି ଶବ୍ଦ) - ୨୩:୫୩, ୨୪ ମଇ ୨୦୧୫
  • ଟ୍ରା. — Gatārtha ଆଇ.ପି.ଏ. — ɡʌtˈaɾtʰɔ ୧. ଯାହାର ପ୍ରୟୋଜନ ସିଦ୍ଧି ହୋଇଅଛି; ସିଦ୍ଧାର୍ଥ — ୧. One who has attained his aim. ୨. ଧନହୀନ ହୋଇଥିବା —୨. Impoverished....
    ୫୩୩ bytes (୨୬ ଟି ଶବ୍ଦ) - ୨୦:୦୧, ୧୨ ନଭେମ୍ବର ୨୦୧୪
  • ନାଖ କରିବା ରୋ.ଟ୍ରା. — Nākha karibā ଆଇ.ପି.ଏ. — nˈakʰɔ kˈʌɾibˌa ନାଖ କରିବା ବନ୍ଧୁକ ଆଦିଦ୍ୱାରା ଲକ୍ଷ୍ୟ କରିବା — To aim at a target with a bow or gun....
    ୬୮୨ bytes (୨୭ ଟି ଶବ୍ଦ) - ୧୦:୧୫, ୮ ସେପ୍ଟେମ୍ବର ୨୦୧୭
  • ବୁଚୁକିଯିବା,ବୁଚୁଣ୍ଡିବା, ବୁଚୁଣ୍ଡୁଯିବା,ବୁଚୁଡ଼ିଯିବା, ବୁଚୁଡ଼ିବାଅନ୍ୟରୂପ (ଟେକା ଆଦି) ଲକ୍ଷ୍ୟଭ୍ରଷ୍ଟ ହେବା; ଲକ୍ଷ୍ୟସ୍ଥାନରୁ ଖସିଯିବା —(a missile) To miss the aim....
    ୭୫୮ bytes (୨୭ ଟି ଶବ୍ଦ) - ୦୩:୧୨, ୨୫ ଜୁନ ୨୦୨୧
  • ଟ୍ରା. — Dattamanāḥ ଆଇ.ପି.ଏ. — dˈʌttʌmˌʌnah ୧. ମନୋଯୋଗୀ —୧. Attentive. ୨. କୌଣସି ବିଷୟରେ ଅର୍ପିତଚିତ୍ତ —୨. With the heart bent upon some aim or set purpose....
    ୫୩୪ bytes (୨୭ ଟି ଶବ୍ଦ) - ୨୦:୦୯, ୧୭ ଜାନୁଆରୀ ୨୦୧୫
  • pˈʌeɾˌʌb ପଏରବ୍ ୧. ଯତ୍ନ; ତଦ୍ୱିର; ଯୋଗାଡ଼ —୧. Saitable arrangments taken for an aim ୨. ମକଦମା ପାଇଁ ଆନୁସଙ୍ଗିକ ଉଦ୍ୟମ ବା ତଦବୀର — ୨. Arrangements necessary for the...
    ୯୦୭ bytes (୩୬ ଟି ଶବ୍ଦ) - ୧୨:୫୬, ୨୪ ମାର୍ଚ୍ଚ ୨୦୨୩
  • ରୋ.ଟ୍ରା. — J̄adartha ଆଇ.ପି.ଏ. — dʒʌdˈʌɾtʰɔ ୧. ଯେଉଁ କାରଣରୁ —୧. For which; why. ୨. ଯେଉଁ ଉଦ୍ଦେଶ୍ୟରେ — ୨. For which aim. ୩. ଯାହାଙ୍କ ନିମନ୍ତେ — ୩. For whom....
    ୪୮୬ bytes (୨୮ ଟି ଶବ୍ଦ) - ୦୮:୦୭, ୧୪ ମଇ ୨୦୧୫
  • ଏ. — dˈʌttabˌʌdʰanˌɔ (ଦତ୍ତାବଧାନା—ସ୍ତ୍ରୀ) ୧. ମନୋଯୋଗୀ — ୧. Attentive; mindful. ୨. ଅର୍ପିତିଚିତ୍ତ —୨. With the heart bent upon some fixed aim or purpose....
    ୫୭୩ bytes (୨୮ ଟି ଶବ୍ଦ) - ୨୦:୧୦, ୧୭ ଜାନୁଆରୀ ୨୦୧୫
  • ଟ୍ରା. — J̄adarthe ଆଇ.ପି.ଏ. — dʒʌdˈʌɾtʰew ୧. ଯେଉଁ କାରଣରୁ —୧. For which; why. ୨. ଯେଉଁ ଉଦ୍ଦେଶ୍ୟରେ — ୨. For which aim. ୩. ଯାହାଙ୍କ ନିମନ୍ତେ — ୩. For whom....
    ୪୮୯ bytes (୨୮ ଟି ଶବ୍ଦ) - ୦୮:୦୭, ୧୪ ମଇ ୨୦୧୫
  • ଲଖିବା ରୋ.ଟ୍ରା. — Lakhibā ଆଇ.ପି.ଏ. — lˈʌkʰibˌa ଲଖିବା ୧. ଲକ୍ଷ କରିବା — ୧. To aim at. ୨. ଦୃଷ୍ଟି କରିବା — ୨. To see; to observe. ୩. ତୁଳନା କରିବା — ୩. To compare...
    ୬୫୬ bytes (୩୦ ଟି ଶବ୍ଦ) - ୧୦:୫୪, ୨୨ ମଇ ୨୦୧୫
  • ପ୍ରତିନିବୃତ୍ତ—ବି) ୧. ପ୍ରତ୍ୟାଗତ; ଫେରି ଆସିଥିବା — ୧. Come back; returned. ୨. ବିରତ; କ୍ଷାନ୍ତ —୨. Desisting from; returned. away from; withdrawing from (one's aim)....
    ୬୬୭ bytes (୩୨ ଟି ଶବ୍ଦ) - ୦୦:୫୫, ୨୧ ଫେବୃଆରୀ ୨୦୧୫
  • ପି.ଏ. — bˈew lˈʌkʰkʰɔ ବେ ଲକ୍ଷ ଯାହାର କୌଣସି ଲକ୍ଷ ବା ଉଦ୍ଦେଶ୍ୟ ନ ଥାଏ —Aimless; having no aim. ମୂଲ୍ୟହୀନ — Valueless. [ଯଥା—ତୋ ଆଖିରେ ମୁଁ ବେଲକ୍ଷ ଦିଶୁଚି ନାଁ ?]...
    ୭୯୧ bytes (୩୩ ଟି ଶବ୍ଦ) - ୧୨:୦୩, ୧ ମଇ ୨୦୧୫
  • mˈunɖʌkˌu pˈani tʃʰˈʌr.aˌiba ମୁଣ୍ଡକୁ ପାଣି ଛଡ଼ାଇବା କୌଣସି କାର୍ଯ୍ୟ ସାଧନ ପାଇଁ ଆପଣାର ଜୀବନକୁ ଉତ୍ସର୍ଗ କରିବା — To sacrifice one's life for a certain aim in view....
    ୯୦୨ bytes (୩୬ ଟି ଶବ୍ଦ) - ୧୩:୧୭, ୫ ମଇ ୨୦୧୫
(୨୦ର ଆଗରୁ | ) (୨୦ | ୫୦ | ୧୦୦ | ୨୫୦ | ୫୦୦) ଟି ଦେଖିବେ