ଜଘନ୍ୟ
Appearance
- ନୀଚ; ଅଧମ
- ଘୃଣ୍ୟ; ହେୟ
- ଅନୁଚିତ
- ଗର୍ହିତ; ନିନ୍ଦନୀୟ
- ଚରମ; ଅନ୍ତିମ
- ଶୂଦ୍ର
- ମେଢ଼; ପୁଂଲିଙ୍ଗ
- ମେଷ; ମେଣ୍ଢା
- ନୀଚ ଜାତି; ହୀନବର୍ଣ୍ଣ
- ପିଠିର ଯେଉଁ ଅଂଶ ପିଚା ଉପରେ ଥାଏ
- ରାଜାମାନଙ୍କ ଅନୂଚରବିଶେଷ
- ଜଘନ୍ୟଭଜଘନ୍ୟ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ଜଘନ=କଟି+ଭାବାର୍ଥେ. ଯ)
[ସମ୍ପାଦନା]- ୧. ନୀଚ; ଅଧମ —୧. Low; mean.
- ୨. ଘୃଣ୍ୟ; ହେୟ —୨. Hateful; despicable.
- ୩. ଅନୁଚିତ —୩. Improper.
- ୪. ଗର୍ହିତ; ନିନ୍ଦନୀୟ —୪. Blameworthy.
- ୫. ଚରମ; ଅନ୍ତିମ —୫. Ultimate; last; final.
ବିଶେଷ୍ୟ -
[ସମ୍ପାଦନା]- ୧. ଶୁଦ୍ର ୧. The ṡūdra caste.
- ୨. ମେଢ଼; ପୁଂଲିଙ୍ଗ —୨. Penis.
- ୩. ମେଷ; ମେଣ୍ଢା — ୩. Ram; sheep.
- ୪. ନୀଚ ଜାତି; ହୀନବର୍ଣ୍ଣ —୪. Low caste.
- ୫. ପିଠିର ଯେଉଁ ଅଂଶ ପିଚା ଉପରେ ଥାଏ — ୫. The part of the back over the hips.
- ୬. ରାଜାମାନଙ୍କ ଅନୁଚରବିଶେଷ — ୬. A class of king's attendants.
[ଦ୍ରଷ୍ଟବ୍ୟ — ବୃହତ୍ ସଂହିତା ଅନୁସାରେ ଏ ଅନୁଚର ଧନୀ, ମୋଟ— ବୁଦ୍ଧିଆ, ହସୁରା, କ୍ରୂର, କବିତ୍ୱଶକ୍ତି ଯୁକ୍ତ ହୋଇଥାଏ ଏହାର କର୍ଣ୍ଣ ଅର୍ଦ୍ଧଚନ୍ଦ୍ରାକାର, ଶରୀର ଗ୍ରନ୍ଥି ଦୃଢ଼ ଅଙ୍ଗୁଳି ମୋଟ ଏହାର ଛାତି, ହାତ ଓ ଗୋଡ଼ରେ ଖଣ୍ଡା ଆଦିର ଚିହ୍ନ ଥାଏ —ହିନ୍ଦୀ - ଶବ୍ଦସାଗର]
- ୭. ଜଘନ୍ୟଭ (ଦେଖ) - ୭. Jaghanyabha (See)