ଜଘନ୍ୟ

ଉଇକିଅଭିଧାନ‌ରୁ

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • ନୀଚ; ଅଧମ
  • ଘୃଣ୍ୟ; ହେୟ
  • ଅନୁଚିତ
  • ଗର୍ହିତ; ନିନ୍ଦନୀୟ
  • ଚରମ; ଅନ୍ତିମ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଶୂଦ୍ର
  • ମେଢ଼; ପୁଂଲିଙ୍ଗ
  • ମେଷ; ମେଣ୍ଢା
  • ନୀଚ ଜାତି; ହୀନବର୍ଣ୍ଣ
  • ପିଠିର ଯେଉଁ ଅଂଶ ପିଚା ଉପରେ ଥାଏ
  • ରାଜାମାନଙ୍କ ଅନୂଚରବିଶେଷ
  • ଜଘନ୍ୟଭଜଘନ୍ୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷଣ - (ଜଘନ=କଟି+ଭାବାର୍ଥେ. ଯ)[ସମ୍ପାଦନା]

୧. ନୀଚ; ଅଧମ —୧. Low; mean.
୨. ଘୃଣ୍ୟ; ହେୟ —୨. Hateful; despicable.


୩. ଅନୁଚିତ —୩. Improper.
୪. ଗର୍ହିତ; ନିନ୍ଦନୀୟ —୪. Blameworthy.
୫. ଚରମ; ଅନ୍ତିମ —୫. Ultimate; last; final.

ବିଶେଷ୍ୟ -[ସମ୍ପାଦନା]

୧. ଶୁଦ୍ର ୧. The ṡūdra caste.
୨. ମେଢ଼; ପୁଂଲିଙ୍ଗ —୨. Penis.
୩. ମେଷ; ମେଣ୍ଢା — ୩. Ram; sheep.
୪. ନୀଚ ଜାତି; ହୀନବର୍ଣ୍ଣ —୪. Low caste.
୫. ପିଠିର ଯେଉଁ ଅଂଶ ପିଚା ଉପରେ ଥାଏ — ୫. The part of the back over the hips.
୬. ରାଜାମାନଙ୍କ ଅନୁଚରବିଶେଷ — ୬. A class of king's attendants.

[ଦ୍ରଷ୍ଟବ୍ୟ — ବୃହତ୍ ସଂହିତା ଅନୁସାରେ ଏ ଅନୁଚର ଧନୀ, ମୋଟ— ବୁଦ୍ଧିଆ, ହସୁରା, କ୍ରୂର, କବିତ୍ୱଶକ୍ତି ଯୁକ୍ତ ହୋଇଥାଏ ଏହାର କର୍ଣ୍ଣ ଅର୍ଦ୍ଧଚନ୍ଦ୍ରାକାର, ଶରୀର ଗ୍ରନ୍ଥି ଦୃଢ଼ ଅଙ୍ଗୁଳି ମୋଟ ଏହାର ଛାତି, ହାତ ଓ ଗୋଡ଼ରେ ଖଣ୍ଡା ଆଦିର ଚିହ୍ନ ଥାଏ —ହିନ୍ଦୀ - ଶବ୍ଦସାଗର]

୭. ଜଘନ୍ୟଭ (ଦେଖ) - ୭. Jaghanyabha (See)