ବେଡ଼ା
ବେଡ଼ା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ବେଡ଼ା
|
ଦେଶଜ - ବିଶେଷ୍ୟ -[ସମ୍ପାଦନା]
ଗଛର ଶୁଖିଲା ଡାଳିଆ —୧. Dried small branches of a tree.
- ୨. ବେଢ଼ା (ଦେଖ) - —୨. Be ṟḍ̠ẖā (See)
[ଉ—ମହାନିତ୍ୟ ମଣ୍ଡଳେ ପଡ଼ିଛି କେତେ ବେଡା—ପ୍ରାଚୀ. ବ୍ରହ୍ମ— ନିରୁପଣଗୀତ]
- ୩. ବାଡ଼ ବିଜାଯିବା ପାଇଁ ଛୋଟ ଗଛ ବା ଡ଼ାଳ —୩. Twing used in fencing.
ଅନୁବାଦ[ସମ୍ପାଦନା]
ବେଡ଼ା
|
ପ୍ରାଦେଶିକ - (ବାଣପୁର) ବିଶେଷ୍ୟ -[ସମ୍ପାଦନା]
ଝାଟି ମାଟି ବାଡ଼ —Mud-and-wattle wall or fencing.
=== ଦେଶଜ - (ସିଂହଭୂମି)
ବିଶେଷ୍ୟ - ===
- ୧. ଖାଳୁଆ ବା ଗଭୀର ଜମି, ଧୋଇଆ ଜମି — ୧. Low land.
- ୨. ନଈବନ୍ଧ ଭାଙ୍ଗିଗଲେ ପାଣି ଜମି ରହିଥିବା ବିସ୍ତୃତ ଓ ଗଭୀର ସ୍ଥଲ; ଖାଲ —୨. polls left after the subsidence of flood.
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]
ପାହାଡ଼ରୁ ବା ଉଚ୍ଚ ଜାଗାରୁ ଗଡ଼ିବା ପାଣିକୁ ବନ୍ଧ ପକାଇବା ଅଟକାଇ ରଖାଯିବା ଛୋଟ ପୁଷ୍କରିଣୀ —The or reservoir of water consisting of rain—water flowing down a slope being restrained by a dam,
ପ୍ରାଦେଶିକ - (ଫାତ୍ରିଭାଖା) ବିଶେଷ୍ୟ -[ସମ୍ପାଦନା]
ପଡ଼ିଆ —Field; waste land.
ପ୍ରାଦେଶିକ - (ବୌଦ) ବିଶେଷଣ - ପୁଲିଙ୍ଗ -[ସମ୍ପାଦନା]
ଅବିବେକୀ; ଯେ କୌଣସି ଯୁକ୍ତି ତର୍କ ବୁଝେ ନାହିଁ —Idiotic; unreasonable.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷଣ - ପୁଲିଙ୍ଗ -[ସମ୍ପାଦନା]
ମୂଳ; ହାଉଡ଼ା — Dumb.