Jump to content

ବେଡ଼ା

ଉଇକିଅଭିଧାନ‌ରୁ

ବେଡ଼ା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଗଛର ଶୁଖିଲା ଡାଳିଆ —୧. Dried small branches of a tree.

୨. ବେଢ଼ା (ଦେଖ) - —୨. Be ṟḍ̠ẖā (See)

[ଉ—ମହାନିତ୍ୟ ମଣ୍ଡଳେ ପଡ଼ିଛି କେତେ ବେଡା—ପ୍ରାଚୀ. ବ୍ରହ୍ମ— ନିରୁପଣଗୀତ]

୩. ବାଡ଼ ବିଜାଯିବା ପାଇଁ ଛୋଟ ଗଛ ବା ଡ଼ାଳ —୩. Twing used in fencing.

ଅନୁବାଦ[ସମ୍ପାଦନା]

ପ୍ରାଦେଶିକ - (ବାଣପୁର) ବିଶେଷ୍ୟ -[ସମ୍ପାଦନା]

ଝାଟି ମାଟି ବାଡ଼ —Mud-and-wattle wall or fencing.

=== ଦେଶଜ - (ସିଂହଭୂମି)

ବିଶେଷ୍ୟ - ===

୧. ଖାଳୁଆ ବା ଗଭୀର ଜମି, ଧୋଇଆ ଜମି — ୧. Low land.
୨. ନଈବନ୍ଧ ଭାଙ୍ଗିଗଲେ ପାଣି ଜମି ରହିଥିବା ବିସ୍ତୃତ ଓ ଗଭୀର ସ୍ଥଲ; ଖାଲ —୨. polls left after the subsidence of flood.

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]

ପାହାଡ଼ରୁ ବା ଉଚ୍ଚ ଜାଗାରୁ ଗଡ଼ିବା ପାଣିକୁ ବନ୍ଧ ପକାଇବା ଅଟକାଇ ରଖାଯିବା ଛୋଟ ପୁଷ୍କରିଣୀ —The or reservoir of water consisting of rain—water flowing down a slope being restrained by a dam,

ପ୍ରାଦେଶିକ - (ଫାତ୍ରିଭାଖା) ବିଶେଷ୍ୟ -[ସମ୍ପାଦନା]

ପଡ଼ିଆ —Field; waste land.

ପ୍ରାଦେଶିକ - (ବୌଦ) ବିଶେଷଣ - ପୁଲିଙ୍ଗ -[ସମ୍ପାଦନା]

ଅବିବେକୀ; ଯେ କୌଣସି ଯୁକ୍ତି ତର୍କ ବୁଝେ ନାହିଁ —Idiotic; unreasonable.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷଣ - ପୁଲିଙ୍ଗ -[ସମ୍ପାଦନା]

ମୂଳ; ହାଉଡ଼ା — Dumb.