ତଲାସି
ବୈଦେଶିକ - ବିଶେଷଣ - (ତୁ. ତଲ୍ଲାସୀ) (କଚିରିଆ)
[ସମ୍ପାଦନା]
- ୧. ତଲାସ କରାଯାଉ ଥିବା — ୧. Searched for; wanted.
- ୨. ତଲାସ ନିମନ୍ତେ ଆବଶ୍ୟକ — ୨. Necessary or required for searching.
(ଯଥା—ତଲାସିଫିସ୍)
ବୈଦେଶିକ - ବିଶେଷ୍ୟ - (ଫାରାସୀ - ତଲାସୀ)
[ସମ୍ପାଦନା]
ତଲାସ (ଦେଖ) - Talāsa (See)