ତଲାସି

ଉଇକିଅଭିଧାନ‌ରୁ

ତଲାସି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷଣ - (ତୁ. ତଲ୍ଲାସୀ) (କଚିରିଆ)[ସମ୍ପାଦନା]

୧. ତଲାସ କରାଯାଉ ଥିବା — ୧. Searched for; wanted.
୨. ତଲାସ ନିମନ୍ତେ ଆବଶ୍ୟକ — ୨. Necessary or required for searching.

(ଯଥା—ତଲାସିଫିସ୍)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ତଲାସୀ)[ସମ୍ପାଦନା]

ତଲାସ (ଦେଖ) - Talāsa (See)