ସଂଗ୍ରହ
ଦେଖଣା
- ବିକ୍ଷିପ୍ତ ଦ୍ରବ୍ୟମାନଙ୍କର ଏକତ୍ରୀକରଣ
- ଗୋଟାଇବା; ଆହରଣ
- ସଂକଳନ
- ତୋଳିବା; ଚୟନ
- ସଂକ୍ଷେପ
- ସଂଚୟ
- ସମୁଚୟ; ରାଶୀକରଣ; ଗଦା କରିବା
- ଉଚ୍ଚତା
- ମ୍ହୋଦ୍ୟମ
- ଆଲିଙ୍ଗନ
- ମୁଷ୍ଟିବଦ୍ଧ
- ନାନା ଗ୍ରନ୍ଥରୁ ବିଷୟମାନ ଉଦ୍ଧାର କରି ଏକ ଗ୍ରନ୍ଥରେ ସନ୍ନିବେଶିତ କରିବା
- ବ୍ୟାକରଣ ଗ୍ରନ୍ଥବିଶେଷ
- ଗ୍ରହଣସଂଗ୍ରହ
ଉଚ୍ଚାରଣ
[ସମ୍ପାଦନା](ସଙ୍ଗ୍ରହ—ଅନ୍ୟରୂପ)
(ସଂଗୃହୀତ—ବିଣ)
ସଂସ୍କୃତ - ବିଶେଷ୍ୟ - (ସମ୍=ସମ୍ୟକ୍, ଏକତ୍ର, ସମୂହ+ଗ୍ରହ ଧାତୁ= ଗ୍ରହଣ କରିବା+ଭାବ. ଅ)
[ସମ୍ପାଦନା]- ୧. ବିକ୍ଷିପ୍ତ ଦ୍ରବ୍ୟମାନଙ୍କର ଏକତ୍ରୀକରଣ — ୧. Gathering of things scattered about.
- ୨. ଗୋଟାଇବା; ଆହରଣ —୨. Collecting.
- ୩. ସଂକଳନ —୩. Compiling; blending; addition.
- ୪. ତୋଳିବା; ଚୟନ —୪. Plucking.
- ୫. ସଂକ୍ଷେପ —୫. Abridgement; condensing.
- ୬. ସଂଚୟ —୬. Storing.
- ୭. ସମୁଳୟ; ରାଶୀକରଣ; ଗଦା କରିବା — ୭. Heaping up; piling up.
- ୮. ଉଚ୍ଚତା —୮. Height.
- ୯. ମହୋଦ୍ୟମ —୯. A great endeavour.
- ୧. ଆଲିଙ୍ଗନ —୧୦. Embrance.
- ୧୧. ମୁଷ୍ଟିବଦ୍ଧ — ୧୧. Closing of the fistclenching of the fist.
- ୧୨. ନାନା ଗ୍ରନ୍ଥର ବିଷୟମାନ ଉଦ୍ଧାର
କରି ଏକ ଗ୍ରନ୍ଥରେ ସନ୍ନିବେଶିତ କରିବା —୧୨. Compilation; compiling of passages or articles from different sources and putting them at one place.
- ୧୩. (+ ଅଧିକରଣ. ଅନ) ବ୍ୟାକରଣ ଗ୍ରନ୍ଥବିଶେଷ — ୧୩. Title of a Sanscrit Grammatical compilation.
- ୧୪. ଗ୍ରହଣ —୧୪. Acceptance.
[ଉ—ତେଣୁ କରି ତାଙ୍କୁ ଆମ୍ଭେ ସଂଗ୍ରହ କଲୁଁ; ଏବେ ଜନ ମୁଖେ ଅପବାଦ ପାଇଲୁ ବିଶ୍ୱନାଥ. ବିଚିତ୍ର ରାମାୟଣ]