ବାଜି

ଉଇକିଅଭିଧାନ‌ରୁ

ବାଜି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ବାଜୀ; ତୁଳ. ସଂସ୍କୃତ - ବାଜ)[ସମ୍ପାଦନା]

୧. କୁହୁକ; ଇନ୍ଦ୍ରଜାଲ —୧. Magic.
୨. କ୍ରୀଡା; କୌତୁକ —୨. Amusements; sports.
୩. ଖେଳର ଥର —୩. Turn or heat of a game.
୪. ଖେଳରେ ରଖାଯିବା ପଣ; ହୁଡ —୪. Wager.
୫. ବାଣ ପୋଡ଼ା — ୫. Firework; display of fireworks.
୬. ଗଞ୍ଜପା ଖେଳରେ ସୂର୍ଯ୍ୟ ରଙ୍ଗର ରଜା —୬. The king in one set of cards in 'Gan̄japā' game.
୭. ଖେଳରେ ଖେଳୁଥିବା ଏକାଧିକ ଖେଳାଳିଙ୍କ ମଧ୍ୟରୁ ପ୍ରତ୍ୟେକ ବ୍ୟକ୍ତିର ଖେଳିବାର ଥର; ପାଳି — ୭. The turn of a player in a game.

ବୈଦେଶିକ - ପ୍ରତ୍ୟୟ(ଫା)[ସମ୍ପାଦନା]

ଫାରାସୀ - 'ବାଜ୍' ପ୍ରତ୍ୟୟାନ୍ତ ଶବ୍ଦଦ୍ୱାରା ସୂଚିତ କାର୍ଯ୍ୟ ବା ଅବସ୍ଥା (ଯଥା—ରଣ୍ଡିବାଜି, ଦଗାବାଜି, ଚାଲବାଜି) —The state or act of doing a thing denoted by a word formed with the Persian suffix 'Baj'.

ଅନୁବାଦ[ସମ୍ପାଦନା]

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -[ସମ୍ପାଦନା]

୧. ମାକଡ଼ଚିତି —୧. Somer-sault.
୨. ପଟତନ ଡଙ୍ଗା —୨. A plank-decked boat.
୩. ଖେଳର ଦାନ —୩. The throw in a game.
୪. ତାସ ଖେଳରେ ତାସ୍ ବଣ୍ଟା ହେବା ପରେ ହାତକୁ ଆସିଥିବା ତାସ୍ —୪. The portion of the pack of cards coming to a player's hands after their distribution.
୫. ତାସ୍ ଖେଳରେ ପ୍ରତ୍ୟେକ ଖେଳାଳି ଖଣ୍ଡେ ଖଣ୍ଡେ ତାସ୍ ଖେଳିବା ପରେ ଯେଉଁ ତାସ୍ ମାନଙ୍କୁ ଜିଣିବା ବ୍ୟକ୍ତି ଉଠାଇ ନେଇ ଆପଣା ପାଖେ ରଖିଦିଏ —୫. The cards collected by the winner after every throw.
୬. ଥର —୬. Time.
୭. କ୍ରିୟା —୭. Action.

ଗ୍ରାମ୍ୟ - ବିଶେଷ୍ୟ -[ସମ୍ପାଦନା]

ସତ୍ୟବାଦୀ, ବ୍ରଜବନ୍ଧୁ ଆଦି ବ୍ୟକ୍ତିର ଆଦରର୍ଥକ ଡାକନାମ —A name for calling Satyabādi, Brajabandhu etc in fondness.