ଲୋଣା
(ସଂସ୍କୃତ - ଲବଣାକ୍ତ)—ଲୁଣା, ଲବଣାକ୍ତ, ଲୁଣି, ଲୁଣିଆ —Saline; salted; impregnated with salt
ଲୋଣୀ (ଦେଖ) - —Loṇī (See)