Jump to content

ଲୋଣା

ଉଇକିଅଭିଧାନ‌ରୁ

ଲୋଣା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

(ସଂସ୍କୃତ - ଲବଣାକ୍ତ)—ଲୁଣା, ଲବଣାକ୍ତ, ଲୁଣି, ଲୁଣିଆ —Saline; salted; impregnated with salt

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଲୋଣୀ (ଦେଖ) - —Loṇī (See)