Jump to content

ଦେବତାଡ଼

ଉଇକିଅଭିଧାନ‌ରୁ

ଦେବତାଡ଼

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ରାହୁ ଗ୍ରହ — ୧. The ascending node.

ଦେବତାଡ଼ ଭୁଜେ, ଉଦିତ ହେବ କବି ଦୃଷ୍ଟି ଉର୍ଜେ ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ

୨. ବାର ବରଷିବା ଗଛ (ହିନ୍ଦୀ - ଶବ୍ଦସାଗର) — ୨. Agave.
୩. ମେଘ (ପ୍ରକୃତିବାଦ) —୩. Cloud.
୪. ଦେବଦାଳୀ (ଦେଖ) - —୪. Debadāḻī (See)
୫. ଅଗ୍ନି (ପ୍ରକୃତିବାଦ) —୫. Fire.