ଦେବତାଡ଼
Appearance
ଦେବତାଡ଼
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ରାହୁ ଗ୍ରହ — ୧. The ascending node.
ଦେବତାଡ଼ ଭୁଜେ, ଉଦିତ ହେବ କବି ଦୃଷ୍ଟି ଉର୍ଜେ ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ
- ୨. ବାର ବରଷିବା ଗଛ (ହିନ୍ଦୀ - ଶବ୍ଦସାଗର) — ୨. Agave.
- ୩. ମେଘ (ପ୍ରକୃତିବାଦ) —୩. Cloud.
- ୪. ଦେବଦାଳୀ (ଦେଖ) - —୪. Debadāḻī (See)
- ୫. ଅଗ୍ନି (ପ୍ରକୃତିବାଦ) —୫. Fire.