ନର୍ତ୍ତକ
ଦେଖଣା
- ନୃତ୍ୟଜୀବି; ନାଟୁଆ
- ନଟ; ଅଭିନେତା
- ହସ୍ତୀ
- ମୟୂର
- ଚାରଣ; ଭାଟ
- କେବଳ; ଦଉଡ଼ି ଉପରେ ଓ ଖଣ୍ତା ଦାଢ଼ରେ ନାଚିବା ଆଦି ଅଦ୍ଭୁତ କ୍ରୀଡା ପ୍ରଦର୍ଶକ
- ଏକ ପ୍ରକାର କାଣ୍ତଶର ବା ନଳ
- ମହାଦେବ
- ରାଜା
- ଧୋବା ପିତା ଓ ବେଶ୍ୟା ମାତାଠାରୁ ଉତ୍ପନ୍ନ ସଙ୍କର ଜାତିବିଶେଷ
- ମାଣ୍ଡିଆ
- ମହୁଆ; ମହୁଲ
ନର୍ତ୍ତକ
ଉଚ୍ଚାରଣ
[ସମ୍ପାଦନା](ନର୍ତକ—ଅନ୍ୟରୂପ)
(ନର୍ତ୍ତକୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ପୁଂ. (ନୃତ୍ ଧାତୁ=ନାଚିବା+କର୍ତ୍ତୃ. ଅକ)
[ସମ୍ପାଦନା]- ୧. ନୃତ୍ୟଜୀବ; ନାଟୁଆ —୧. male dancer; a professional dancer.
- ୨. ନଟ; ଅଭିନେତା — ୨. An actor.
- ୩. ମୟୁର —୩. Peacock.
- ୪. ହସ୍ତୀ —୪. Elephant.
- ୫. ଚାରଣ; ଭାଟ —୫. Herald.
- ୬. କେବଳ; ଦୁଉଡ଼ ଉପରେ ଓ ଖଣ୍ଡା ଦାଢ଼ରେ ନାଚିବା ଆଦି ଅଦ୍ଭୂତ କ୍ରୀଡ଼ା ପ୍ରଦର୍ଶକ (ହିନ୍ଦୀ - ଶ) — ୬. Rope dancer.
- ୭. ଏକପ୍ରକାର କାଣ୍ଡଶର ବା ନଳ— (ହିନ୍ଦୀ - ଶ.) — ୭. A kind of reed.
- ୮. ମହାଦେବ (ଏ ତାଣ୍ଡବନୃତ୍ୟ କରୁଥିବାରୁ) (ହିନ୍ଦୀ - ଶ.) — ୮. Ṡiba.
- ୯. ରାଜା (ହିନ୍ଦୀ - ଶ.) —୯. King.
- ୧. ଧୋବା ପିତା ଓ ବେଶ୍ୟା ମାତାଠାରୁ ଉତ୍ପନ୍ନ ସଙ୍କର ଜାତିବିଶେଷ (ହିନ୍ଦୀ - ଶ.) — ୧୦. A hybrid caste amongst the Hindus.
- ୧୧. ମାଣ୍ଡିଆ (ଶସ୍ୟ) (ହିନ୍ଦୀ - ଶ.) — ୧୧. A kind of coarse globular food grain.
- ୧୨. ମହୁଆ (ହିନ୍ଦୀ - ଶ); ମହୁଲ — ୧୨. Mahwa (tree).