ଉଇକିଅଭିଧାନ:ବଛା ଶବ୍ଦ/୨୦୧୫/ଅପ୍ରେଲ

ଉଇକିଅଭିଧାନ‌ରୁ

ପଞ୍ଜି

ଉଚ୍ଚାରଣ: Pan̄ji
ଶବ୍ଦ ବିନ୍ୟାସ: ପିନ୍‌ଜ ଧାତୁ = ସଂପୃକ୍ତ ହେବା+ଇ. ଈ
ସଂସ୍କୃତ - ବିଶେଷ୍ୟ

  1. ପାଞ୍ଜି; ଦିବସ ଓ କାଳଜ୍ଞାପକ ଗ୍ରନ୍ଥ; ପାଞ୍ଚାଙ୍ଗ ପଞ୍ଜିକା
  2. ହିସାବ ଖାତା
  3. ପ୍ରତ୍ୟେକ ଶବ୍ଦର ବ୍ୟାଖ୍ୟାଯୁକ୍ତ ନୋଟ