ସ୍ଵଚ୍ଛନ୍ଦ
ଦେଖଣା
- ସ୍ଵେଚ୍ଛାଚାରୀ; ସ୍ଵେଚ୍ଛାନୁବର୍ତ୍ତୀ
- ଅପରାଧୀନ; ସ୍ଵତନ୍ତ୍ର; ସ୍ଵାଧୀନ
- ବାଧାଶୂନ୍ୟ; ଅନିଯନ୍ତ୍ରିତ; ନିରକୁଶ
- ସୁଖୀ
- ସନ୍ତୁଷ୍ଟ
- ଅଯତ୍ନଜାତ; ବିନାଚେଷ୍ଟାରେ ଉତ୍ପନ୍ନ୍; ମନକୁ ଉଠିଥିବା
- ସୁସ୍ଥ
- ଅନାୟାସଲାଭ
- ସ୍ଵେଚ୍ଛା; ଅନ୍ୟଦ୍ଵାରା ଅନିୟନ୍ତ୍ରିତ ନିଜର ଇଚ୍ଛା
- ସ୍ଵାଧୀନତା
- ସ୍ଵେଚ୍ଛାଚାର
ବିଶେଷଣ. କ୍ରିୟା (ଦେଶଜ)
[ସମ୍ପାଦନା]- ସ୍ଵଚ୍ଛନ୍ଦରେ
- ସ୍ଵେଚ୍ଛାକ୍ରମେ