ସ୍ଵଚ୍ଛନ୍ଦ

ଉଇକିଅଭିଧାନ‌ରୁ

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • ସ୍ଵେଚ୍ଛାଚାରୀ; ସ୍ଵେଚ୍ଛାନୁବର୍ତ୍ତୀ
  • ଅପରାଧୀନ; ସ୍ଵତନ୍ତ୍ର; ସ୍ଵାଧୀନ
  • ବାଧାଶୂନ୍ୟ; ଅନିଯନ୍ତ୍ରିତ; ନିରକୁଶ
  • ସୁଖୀ
  • ସନ୍ତୁଷ୍ଟ
  • ଅଯତ୍ନଜାତ; ବିନାଚେଷ୍ଟାରେ ଉତ୍ପନ୍ନ୍; ମନକୁ ଉଠିଥିବା
  • ସୁସ୍ଥ
  • ଅନାୟାସଲାଭ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ସ୍ଵେଚ୍ଛା; ଅନ୍ୟଦ୍ଵାରା ଅନିୟନ୍ତ୍ରିତ ନିଜର ଇଚ୍ଛା
  • ସ୍ଵାଧୀନତା
  • ସ୍ଵେଚ୍ଛାଚାର

ବିଶେଷଣ. କ୍ରିୟା (ଦେଶଜ)[ସମ୍ପାଦନା]

  • ସ୍ଵଚ୍ଛନ୍ଦରେ
  • ସ୍ଵେଚ୍ଛାକ୍ରମେ