ପଇଁତିରିଶ
ଦେଖଣା
ପଇଁତିରିଶ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପଇଁତିରିଶି, ପଇଁତ୍ରିଶ(ଶି), ପଞ୍ଚତିରିଶ(ଶି), ପୈଁତିଶ, ପୈଁତିରିଶ(ଶି), ପୈଁତ୍ରିଶି, ପଇଁତିଶ(ଶି), ପଅଁତିଶି(ଶ) —ଅନ୍ୟରୂପ
ଦେଶଜ - ବିଶେଷ୍ୟ - ଓ ବିଶେଷଣ - (ସଂଖ୍ୟାବାଚକ) (ସଂସ୍କୃତ - ପଞ୍ଚତ୍ରିଂଶ; ପ୍ରା. ପଞ୍ଚତ୍ରିସ୍ )
[ସମ୍ପାଦନା]ତିରିଶ ଅପେକ୍ଷା ୫ ଉର୍ଦ୍ଧ୍ୱ ସଂଖ୍ୟା; ୩୫ ସଂଖ୍ୟା —35; Thirty five.