ଅବାନ୍ତର
ଶବ୍ଦାର୍ଥ[ସମ୍ପାଦନା]
ସଂ. ବିଣ[ସମ୍ପାଦନା]
- ଦୁଇ ବସ୍ତୁର ଅନ୍ତର୍ଗତ ବା ମଧ୍ୟସ୍ଥିତ
- ଅନ୍ତଃପାତୀ
- ଅପ୍ରଧାନ
- ପ୍ରଧାନ ବସ୍ତୁର ଅଙ୍ଗୀଭୁତି
- ସମ୍ପର୍କରହିତ
- ଆନୁସଙ୍ଗିକ
- ଅଧିକା
- ଅପ୍ରାସଙ୍ଗିକ; ମୂଳ ପ୍ରସଙ୍ଗର ବହିର୍ଭୂତ
ଦେ. କ୍ରି. ବିଣ[ସମ୍ପାଦନା]
- ପ୍ରସଙ୍ଗର ବହିର୍ଭୂତରୂପେ
ଉଦାହରଣ: ଏରୂପ ଚିତ୍ତ ପ୍ରାଣ ହରେ, କୈବଲ୍ୟ ଲରେ ଅବାନ୍ତରେ ଜଗନ୍ନାଥ । ଭାଗବତ—3ଯା
- ଅଧିକନ୍ତୁ
ଦେ. ବି.[ସମ୍ପାଦନା]
- ଅପ୍ରାସଙ୍ଗିକ.ଗପ; ବାଜେ କଥା
- ଅସମ୍ବନ୍ଧ ପ୍ରଲାପ
ଶବ୍ଦ ବିନ୍ୟାସ[ସମ୍ପାଦନା]
ସଂ. ବିଣ (ଅବ୍ୟୟୀଭାବ; ଅବ=ଗତ+ଅନ୍ତର=ମଧ୍ୟ, ୟାହାର)
ଆହୁରି ଦେଖନ୍ତୁ[ସମ୍ପାଦନା]
ସମୋଚ୍ଚାରିତ ଶବ୍ଦ
|
|