Jump to content

ନଜର ରଖିବା

ଉଇକିଅଭିଧାନ‌ରୁ

ନଜର ରଖିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ନଜର କରିବା (ଦେଖ) - ୧. Najara karibā (See)
୨. କୌଣସି ବ୍ୟକ୍ତି ବା ବିଷୟର ତତ୍ତ୍ୱ ନେବା — ୨. To take care of.
୩. କୌଣସି ବ୍ୟକ୍ତିର ଗତିବିଧି ପ୍ରତି ସତର୍କ ଦୃଷ୍ଟି ରଖିବା —୩. To keep a vigilant eye on the movements of a person.
୪. କୌଣସି ବ୍ୟକ୍ତି ପ୍ରତି କୃପାଦୃଷ୍ଟି ବା ଅନୁଗ୍ରହ ଦୃଷ୍ଟି ରଖିବା —୪. To look upon a person with kindless or favour.



ନଜର ରଖିବା

ଦେଶଜ - କ୍ରି.

[ସମ୍ପାଦନା]
୧. କୌଣସି ବ୍ୟକ୍ତି ପ୍ରତି ଆକୃଷ୍ଟ ବା ଅନୁରକ୍ତ ହେବା
୨. ମନୋଯୋଗୀ ହେବା
୩. କୌଣସି ବିଷୟ ପ୍ରତି ଲୁବ୍ଧ ହେବା
୪. ତତ୍ତ୍ୱ ନେବା
୫. ଯତ୍ନ କରିବା

ନାଁ (ନାଆଁ), ନାମ ରଖିବା ===

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଯଶ ରଖିବା (ଦେଖ) -

(ଯଥା—ସେ ବାପଅଜାଙ୍କ ନାଁ ରଖିବ)