ନଜର ରଖିବା
ଦେଖଣା
ନଜର ରଖିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ନଜର କରିବା (ଦେଖ) - ୧. Najara karibā (See)
- ୨. କୌଣସି ବ୍ୟକ୍ତି ବା ବିଷୟର ତତ୍ତ୍ୱ ନେବା — ୨. To take care of.
- ୩. କୌଣସି ବ୍ୟକ୍ତିର ଗତିବିଧି ପ୍ରତି ସତର୍କ ଦୃଷ୍ଟି ରଖିବା —୩. To keep a vigilant eye on the movements of a person.
- ୪. କୌଣସି ବ୍ୟକ୍ତି ପ୍ରତି କୃପାଦୃଷ୍ଟି ବା ଅନୁଗ୍ରହ ଦୃଷ୍ଟି ରଖିବା —୪. To look upon a person with kindless or favour.
ନଜର ରଖିବା
ଦେଶଜ - କ୍ରି.
[ସମ୍ପାଦନା]- ୧. କୌଣସି ବ୍ୟକ୍ତି ପ୍ରତି ଆକୃଷ୍ଟ ବା ଅନୁରକ୍ତ ହେବା
- ୨. ମନୋଯୋଗୀ ହେବା
- ୩. କୌଣସି ବିଷୟ ପ୍ରତି ଲୁବ୍ଧ ହେବା
- ୪. ତତ୍ତ୍ୱ ନେବା
- ୫. ଯତ୍ନ କରିବା
ନାଁ (ନାଆଁ), ନାମ ରଖିବା ===
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଯଶ ରଖିବା (ଦେଖ) -
(ଯଥା—ସେ ବାପଅଜାଙ୍କ ନାଁ ରଖିବ)