ଯାମ
ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]
- ଅହୋରାତ୍ରର ଏକଅଷ୍ଟମାଂଶ; ପ୍ରହର; ୩ ଘଣ୍ଟା କାଳ
- ସଂଯମ; ଜିତେନନ୍ଦ୍ରିୟତା
- ନିବୃତ୍ତି
- ସମୟ
- ସମୟର ସଈମା; ମିଆଦ
- ଦେବଗଣ ବିଶେଷ
- ଗତି
- ଗମନ
- ଯାନ
ବିଶେଷଣ (ସଂସ୍କୃତ)[ସମ୍ପାଦନା]
- ଯମ ସମ୍ବନ୍ଧୀୟ
ବିଶେଷ୍ୟ (ଦେଶଜ)[ସମ୍ପାଦନା]
- ଡାହାଣଯାମ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ସଂସ୍କୃତ - ବିଶେଷ୍ୟ - (ଯା ଧାତୁ=ଯିବା+କର୍ତ୍ତୃ. ମ; ଯାହା ଦିନର ମଧ୍ୟ ଦେଇ ଯାଏ; କିମ୍ୱା ଯମ୍ ଧାତୁ=ଦମନ କରିବା+କର୍ତ୍ତୃ. ଅ, ଯାହା କାଳକୁ ନିୟମିତ କରେ)[ସମ୍ପାଦନା]
- ୧. ଅହୋରାତ୍ରର ଏକଅଷ୍ଟମାଂଶ; ପ୍ରହର; ୩ ଘଣ୍ଟା କାଳ —୧. A period of ୩ hours; a watch of ୩ hours.
- ୨. (ଯମ. ଧାତୁ+ଭାବ. ଅ) ସଂଯମ; ଜିତେନ୍ଦ୍ରିୟତା — ୨. Self control.
- ୩. ନିବୃତ୍ତି —୩. Cessation.
- ୪. (ଯା.ଧାତୁ+କର୍ତ୍ତୃ. ମ) ସମୟ —୪. Time.
- ୫. (ଯମ. ଧାତୁ+କର୍ମ. ଅ) ସମୟର ସୀମା; ମିଆଦ —
୫. Limit of time; term.
- ୬. (ଯା. ଧାତୁ+ ଳର୍ତୃ. ମ) ଦେବଗଣ ବିଶେକ୍ଷ —୬. A group of ୧୨ Deities.
[ଦ୍ରଷ୍ଟବ୍ୟ —ଏମାନେ ସଂଖ୍ୟାର ୧୨: ଗୋଟି ଏମାନେ ସ୍ୱାୟମ୍ଭବମନୁଙ୍କ ଅମଳରେ ଯଜ୍ଞଙ୍କ ଔରସରେ ଦକ୍ଷିଣାଙ୍କ ଗର୍ଭରେ ଜନ୍ମଗ୍ରହଣ କରିଥିଲେ—ହିନ୍ଦୀ - ଶ.]
- ୭. (ଯା. ଧାତୁ+ଭାବ. ମ) ଗତି —୭. Motion.
- ୮. ଗମନ —୮. Going; proceeding (Apte).
- ୯. (+କରଣ. ମ) ଯାନ —୯. Conveyance; carriage (Apte).
ବିଶେଷଣ -[ସମ୍ପାଦନା]
(ଯମ+ଅ) ଯମ ସମ୍ୱନ୍ଧୀୟ — Relating to J̄ama.
ଦେଶଜ - ବିଶେଷ୍ୟ -(ସଂସ୍କୃତ - ଯାମ୍ୟ)[ସମ୍ପାଦନା]
ଡାହାଣ —Right side.
[ଉ—ବାମେ ରାଧିକା ଯାମେ ଦୂତିକା, ମଧ୍ୟେଣ ଶ୍ରୀକୃଷ୍ଣ ଶୋହେ ବେଢ଼ି ଗୋପିକା— ପ୍ରାଚୀ. ରହସ୍ୟମଞ୍ଜରୀ]