ଝଗଡ଼ା
Appearance
ଝଗଡ଼ା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ତା. ଜଗଡ଼ମ; ତୁଳ. ସଂସ୍କୃତ - ଝଟିକା)
[ସମ୍ପାଦନା]- ୧. କଳହ — ୧. Quarrel.
ଝଗଡ଼ା ସାରିଣ କୃଷ୍ଣ ମଥୁରା ରହିଲା ବଳରାମ ଦାସ. କୋଇଲି
- ୨. ଝକାଝକ୍ (ଦେଖ) - ୨. Jhakājhak (See)
- ୩. ଜଞ୍ଜାଳ —୩. Complications; entanglements.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଝଗଡ଼ (ଦେଖ) - Jhagaṟḍ̠a (See)