ତଇଳ
ଦେଖଣା
ତଇଳ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ପ୍ରା. (ପଦ୍ୟ) ବିଶେଷ୍ୟ - (ସଂସ୍କୃତ - ତୈଳ)
[ସମ୍ପାଦନା]ତୈଳ (ଦେଖ) - T&aline;i̱ḻa (See)
ତଇଳ ବିନା ବାଳ ଦମୟନ୍ତୀଙ୍କର ଉଡ଼ୁ ହେ ଥିଲା ଉପରକୁ ଫରଫର—କୃଷ୍ଣସିଂହ. ମହାଭାରତ ବନ
ତଇଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ତଇଳ
|
(ତଇଲା—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବନପୂର୍ଣ୍ଣ ଆବାଦଯୋଗ୍ୟ ଭୂମି — ୧. Arable land overgrown with jungle.
- ୨. ଜଙ୍ଗଲ କଟାଯାଇ ଆବାଦ କରାଯାଇ ଥିବା ଜମି —୨. Cultivated land reclaimed from jungle.
ବିଶେଷଣ -
[ସମ୍ପାଦନା]ଜଙ୍ଗଲ କାଟି ନୂତନ ଆବାଦ କରାଯାଇଥିବା — Newly reclaimed (land).
[ଦ୍ରଷ୍ଟବ୍ୟ —ଜମି ଉପରେ ବଢ଼ିଥିବା ଜଙ୍ଗଲ ଆଦି ସଫା କରି ଚାଷ ଆଦିଦ୍ୱାରା ଯେଉଁ ଜମିକୁ ଲୋକେ ଫସଲ କରିବାର ଉପଯୋଗୀ କରନ୍ତି, ତାକୁ ତଇଳା ବୋଲାଯାଏ]