ତଇଳ

ଉଇକିଅଭିଧାନ‌ରୁ

ତଇଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ପ୍ରା. (ପଦ୍ୟ) ବିଶେଷ୍ୟ - (ସଂସ୍କୃତ - ତୈଳ)[ସମ୍ପାଦନା]

ତୈଳ (ଦେଖ) - T&aline;i̱ḻa (See)

ତଇଳ ବିନା ବାଳ ଦମୟନ୍ତୀଙ୍କର ଉଡ଼ୁ ହେ ଥିଲା ଉପରକୁ ଫରଫର—କୃଷ୍ଣସିଂହ. ମହାଭାରତ ବନ



ତଇଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ତଇଲା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ବନପୂର୍ଣ୍ଣ ଆବାଦଯୋଗ୍ୟ ଭୂମି — ୧. Arable land overgrown with jungle.
୨. ଜଙ୍ଗଲ କଟାଯାଇ ଆବାଦ କରାଯାଇ ଥିବା ଜମି —୨. Cultivated land reclaimed from jungle.

ବିଶେଷଣ -[ସମ୍ପାଦନା]

ଜଙ୍ଗଲ କାଟି ନୂତନ ଆବାଦ କରାଯାଇଥିବା — Newly reclaimed (land).

[ଦ୍ରଷ୍ଟବ୍ୟ —ଜମି ଉପରେ ବଢ଼ିଥିବା ଜଙ୍ଗଲ ଆଦି ସଫା କରି ଚାଷ ଆଦିଦ୍ୱାରା ଯେଉଁ ଜମିକୁ ଲୋକେ ଫସଲ କରିବାର ଉପଯୋଗୀ କରନ୍ତି, ତାକୁ ତଇଳା ବୋଲାଯାଏ]