ନରେନ୍ଦ୍ର
ଦେଖଣା
- ରାଜା
- ଶ୍ରେଷ୍ଠବ୍ୟକ୍ତି
- ବିଷବୈଦ୍ୟ; ସାପୁଆ
- ଗୁଣିଆଁ; ଭୁତବୈଦ୍ୟ
- ବୈଦ୍ୟ
- ଔଷଧବ୍ୟବସାୟୀ
- ଶ୍ୟୋନାକ ବୃକ୍ଷ; ଫଣଫଣା
- ୨୮ ମାତ୍ରାଯୁକ୍ତ ଛନ୍ଦୋବିଶେଷ
- କ୍ଷତ୍ରିୟମାନଙ୍କର ବଂଶୋପାଧିବିଶେଷ
- ପୁରୀ ସହରରେ ଥିବା ବୃହତ୍ ପୁଷ୍କରିଣୀବିଶେଷ
- ଲୋକଙ୍କୁ ଦିଆଯିବା ନାମ
ନରେନ୍ଦ୍ର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୭ମୀ ତତ୍; ନର+ଇନ୍ଦ୍ର)
[ସମ୍ପାଦନା]- ୧. ରାଜା — ୧. King.
- ୨. ବିଷବୈଦ୍ୟ; ସାପୁଆ —୨. A snake charmer; a physician who cures snake bites and other effects of poisons.
- ୩. ଗୁଣିଆଁ; ଭୂତବୈଦ୍ୟ —୩. An exorcist.
- ୪. ବୈଦ୍ୟ —୪. Physician (Apte)
- ୫. ଔଷଧବ୍ୟବସାୟୀ — ୫. A dealer in antidotes (Apte).
- ୬. ଶ୍ୟୋନାକ ବୃକ୍ଷ (ହିନ୍ଦୀ - ଶ.); ଫଣଫଣା — ୬. Bignonia Indica (tree).
- ୭. ଶ୍ରେଷ୍ଠବ୍ୟକ୍ତି —୭. The chief amongst men.
- ୮. ୨୮: ମାତ୍ରାଯୁକ୍ତ ଛନ୍ଦୋବବିଶେଷ (ହିନ୍ଦୀ - ଶ.) ୮. Name of a metre of ୨୮ syllables.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କ୍ଷତ୍ରିୟମାନଙ୍କର ବଂଶୋପାଧିବିଶେଷ — ୧. A family title of the Kshatriyas.
- ୨. ପୁରୀ ସହରରେ ଥିବା ବୃହତ୍ ପୁଷ୍କରିଣୀବିଶେଷ — ୨. name of a big tank at Puri.
[ଦ୍ରଷ୍ଟବ୍ୟ —ଶ୍ରୀଜଗନ୍ନାଥ ମହାପ୍ରଭୂ ଚନ୍ଦନଯାତ୍ରାବେଳେ ଏହି ପୋଖରୀରେ ଚାପ ଖେଳନ୍ତି ଏହାର ଦୈର୍ଘ୍ୟ ୮୭୩: ଫୁଟ୍ ଓ ପ୍ରସ୍ଥ ୭୪୩: ଫୁଟ୍ ନରସିଂହ ଦେବଙ୍କର ଲକ୍ଷପୋଷୀ ନରେନ୍ଦ୍ର ମହାପାତ୍ର ନାମକ ମନ୍ତ୍ରୀଙ୍କଦ୍ୱାରା ଏହା ଖୋଦିତ ହୋଇଥିଲା ୧୯୨୯: ଖ୍ରୀଷ୍ଟାବ୍ଦରେ ଏବେ ଅଳ୍ପଦିନ ପୂର୍ବେ ପୂରୀର ଏମାରମଠ ମହନ୍ତ ଶ୍ରୀ ଗଦାଧର ରାମନୂଜ ଦାସ ବହୁ ଅର୍ଥବ୍ୟୟରେ ଏହାର ମହନ୍ତ ପଙ୍କୋଦ୍ଧାର କରିଅଛନ୍ତି]
- ୩. ଲୋକଙ୍କୁ ଦିଆଯିବା ନାମ — ୩. A name given to males.