ଫର ଫର
ଫର ଫର
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
(ଫର୍ପର—ଅନ୍ୟରୂପ)
ଦେଶଜ - (ଧ୍ୱନ୍ୟନୁକରଣ)ଅ (ତୁଳ. ସଂସ୍କୃତ - ସଫରୀ ଫରଫରାୟତେ)[ସମ୍ପାଦନା]
- ୧. ଫର୍ ଫର୍ (ଦେଖ) - ୧. Phar phar (See)
- ୨. ସାମାନ୍ୟ ବୃଷ୍ଟି ପତନର ଶବ୍ଦ — ୨. Sound of a light shower of rain.
ମେଘଟା ଝର ଝର ଫର ଫର କରୁଥିଲା ଫକୀରମୋହନ, ଛମାଣ ଆଠଗୁଣ୍ଠ
ବିଶେଷଣ -[ସମ୍ପାଦନା]
ଅହଙ୍କାରରେ ସ୍ଫୀତ; ଯେ ନିଜର ବଡ଼ିମା ଦେଖାଇ ହୁଏ —୧. Swollen with pride.
- ୨. ଇତସ୍ତତଃ ଗର୍ବସହକାରେ ଯିବା ଆସିବା କରୁଥିବା — ୨. Moving to and fro with pride; strutting.
ସଭାପତିଙ୍କର ଖଟଣା କିଙ୍କର ବୋଲି କେହି ହେଉଛନ୍ତି ଫରଫର ରାଧାନାଥ. ଦରବାର