ଫର ଫର

ଉଇକିଅଭିଧାନ‌ରୁ

ଫର ଫର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଫର୍ପର—ଅନ୍ୟରୂପ)

ଦେଶଜ - (ଧ୍ୱନ୍ୟନୁକରଣ)ଅ (ତୁଳ. ସଂସ୍କୃତ - ସଫରୀ ଫରଫରାୟତେ)[ସମ୍ପାଦନା]

୧. ଫର୍ ଫର୍ (ଦେଖ) - ୧. Phar phar (See)
୨. ସାମାନ୍ୟ ବୃଷ୍ଟି ପତନର ଶବ୍ଦ — ୨. Sound of a light shower of rain.

ମେଘଟା ଝର ଝର ଫର ଫର କରୁଥିଲା ଫକୀରମୋହନ, ଛମାଣ ଆଠଗୁଣ୍ଠ

ବିଶେଷଣ -[ସମ୍ପାଦନା]

ଅହଙ୍କାରରେ ସ୍ଫୀତ; ଯେ ନିଜର ବଡ଼ିମା ଦେଖାଇ ହୁଏ —୧. Swollen with pride.

୨. ଇତସ୍ତତଃ ଗର୍ବସହକାରେ ଯିବା ଆସିବା କରୁଥିବା — ୨. Moving to and fro with pride; strutting.

ସଭାପତିଙ୍କର ଖଟଣା କିଙ୍କର ବୋଲି କେହି ହେଉଛନ୍ତି ଫରଫର ରାଧାନାଥ. ଦରବାର