ବକା

ଉଇକିଅଭିଧାନ‌ରୁ

ବକା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବଚ୍ ଧାତୁ; ସଂସ୍କୃତ - ବକ୍କ ଧାତୁ=ଭାଷଣ କରିବା)[ସମ୍ପାଦନା]

୧. ଗପିବା; ବକିବା; କହିବା — ୧. Talking; prattling;
୨. ଗାଳି; ଭର୍ତ୍ସନା —୨. Rebuke.
୩. ବକାସୁର (ଦେଖ) - —୩. Bakāsura (See)
୪. ବୋକା (ଦେଖ) - —୪. Bokā (See)

ପ୍ରାଦେଶିକ - (ସମ୍ୱଲପୁର)[ସମ୍ପାଦନା]

ବଁକା (ଦେଖ) - —Bañkā (See)