ବକା
ଦେଖଣା
ବକା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବଚ୍ ଧାତୁ; ସଂସ୍କୃତ - ବକ୍କ ଧାତୁ=ଭାଷଣ କରିବା)
[ସମ୍ପାଦନା]- ୧. ଗପିବା; ବକିବା; କହିବା — ୧. Talking; prattling;
- ୨. ଗାଳି; ଭର୍ତ୍ସନା —୨. Rebuke.
- ୩. ବକାସୁର (ଦେଖ) - —୩. Bakāsura (See)
- ୪. ବୋକା (ଦେଖ) - —୪. Bokā (See)
ପ୍ରାଦେଶିକ - (ସମ୍ୱଲପୁର)
[ସମ୍ପାଦନା]ବଁକା (ଦେଖ) - —Bañkā (See)