ଷଡ୍ଭୁଜ

ଉଇକିଅଭିଧାନ‌ରୁ

ଷଡ୍ଭୁଜ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଷଡ଼ଭୁଜ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ଷଡ୍ୱାହୁ (ଦେଖ) - — ୧. Shaṟḍ̠-bāhu (See)
୨. ଜ୍ୱରର କଳ୍ପିତ ମୂର୍ତ୍ତି (ବିଶ୍ୱକୋଷ) — ୨. Fever personified.

(ଦ୍ର—ହରିବଂଶରେ ଜ୍ୱରର ୩ଟି ପଦ ଓ ମସ୍ତକ ଓ ଛଅ ହାତ ଥିବା ବର୍ଣ୍ଣିତ ଏ ଭଗ୍ନାସ୍ତ୍ରଧାରୀ ପ୍ରଚଣ୍ଡ ଓ କାଳାନ୍ତକ ଯମ ସଦୃଶ— (ବିଶ୍ୱକୋଷ)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -[ସମ୍ପାଦନା]

ଷଡ୍ୱାହୁ (ଦେଖ) - —Shard-bāhu (See)