ଷଡ୍ଭୁଜ
ଦେଖଣା
ଷଡ୍ଭୁଜ
ଉଚ୍ଚାରଣ
[ସମ୍ପାଦନା](ଷଡ଼ଭୁଜ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଷଡ୍ୱାହୁ (ଦେଖ) - — ୧. Shaṟḍ̠-bāhu (See)
- ୨. ଜ୍ୱରର କଳ୍ପିତ ମୂର୍ତ୍ତି (ବିଶ୍ୱକୋଷ) — ୨. Fever personified.
(ଦ୍ର—ହରିବଂଶରେ ଜ୍ୱରର ୩ଟି ପଦ ଓ ମସ୍ତକ ଓ ଛଅ ହାତ ଥିବା ବର୍ଣ୍ଣିତ ଏ ଭଗ୍ନାସ୍ତ୍ରଧାରୀ ପ୍ରଚଣ୍ଡ ଓ କାଳାନ୍ତକ ଯମ ସଦୃଶ— (ବିଶ୍ୱକୋଷ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ଷଡ୍ୱାହୁ (ଦେଖ) - —Shard-bāhu (See)