ଡିବି
ଦେଖଣା
ଡିବି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଡିବା (ଦେଖ) - ୧. Ḍibā (See)
- ୨. (ସଂସ୍କୃତ - ଦୀପ; ତୁଳନା. ଗୁଜରାଟୀ- ଡିଓ)— କିରାସିନି ତେଲ ଜଳିବାର ଧାତୁମୟ ପ୍ରଦୀପ — ୨. A kerosine burner or naked lamp.
ପ୍ରାଦେଶିକ - (ସମ୍ୱଲପୁର ଓ ସିଂହଭୂମ) ବିଶେଷ୍ୟ -
[ସମ୍ପାଦନା]ଛୋଟ ହାଣ୍ଡି; ଆଟିକା — Small earthen pot.