ଡିବି

ଉଇକିଅଭିଧାନ‌ରୁ

ଡିବି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଡିବା (ଦେଖ) - ୧. Ḍibā (See)
୨. (ସଂସ୍କୃତ - ଦୀପ; ତୁଳନା. ଗୁଜରାଟୀ- ଡିଓ)— କିରାସିନି ତେଲ ଜଳିବାର ଧାତୁମୟ ପ୍ରଦୀପ — ୨. A kerosine burner or naked lamp.

ପ୍ରାଦେଶିକ - (ସମ୍ୱଲପୁର ଓ ସିଂହଭୂମ) ବିଶେଷ୍ୟ -[ସମ୍ପାଦନା]

ଛୋଟ ହାଣ୍ଡି; ଆଟିକା — Small earthen pot.