ଉଇକିଅଭିଧାନ:ବଛା ଶବ୍ଦ/୨୦୧୫/ନଭେମ୍ବର

ଉଇକିଅଭିଧାନ‌ରୁ

ଭୂମିଜ

ଉଚ୍ଚାରଣ: Bhūmija
ସ୍ତ୍ରୀ: ଭୂମିଜା
ଶବ୍ଦ ବିନ୍ୟାସ: ଭୁମି+ଜନ୍+ଅ
ସଂସ୍କୃତ - ବିଶେଷଣ

  1. ଭୂମିରୁ ଉତ୍ପନ୍ନ
  2. କ୍ଷେତ୍ର ଜାତ; କୃଷିଜାତ

ପ୍ରାଦେଶିକ - ଦେଶଜ

  1. ଭୁଇଁଆ ଜାତିର ଭାଷା (ସିଂହଭୂମ, ବୀରଭୂମ, ମୟୂରଭଞ୍ଜ ଅଞ୍ଚଳରେ ପ୍ରଚଳିତ)