ଉଇକିଅଭିଧାନ:ବଛା ଶବ୍ଦ/୨୦୧୫/ନଭେମ୍ବର
ଦେଖଣା
ଭୂମିଜ
(file) |
ଉଚ୍ଚାରଣ: Bhūmija
ସ୍ତ୍ରୀ: ଭୂମିଜା
ଶବ୍ଦ ବିନ୍ୟାସ: ଭୁମି+ଜନ୍+ଅ
ସଂସ୍କୃତ - ବିଶେଷଣ —
- ଭୂମିରୁ ଉତ୍ପନ୍ନ
- କ୍ଷେତ୍ର ଜାତ; କୃଷିଜାତ
ପ୍ରାଦେଶିକ - ଦେଶଜ —
- ଭୁଇଁଆ ଜାତିର ଭାଷା (ସିଂହଭୂମ, ବୀରଭୂମ, ମୟୂରଭଞ୍ଜ ଅଞ୍ଚଳରେ ପ୍ରଚଳିତ)