ଫଳ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ଭାଗ୍ୟ
  • ପୁଣ୍ୟ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ବୃକ୍ଷଲାତାଦିରୁ ଜାତ ଶସ୍ୟ ବା ବୀଜ ବିଶିଷ୍ଟ ବସ୍ତୁ
  • ସନ୍ତାନ
  • କୌଣସି କ୍ରିୟାର ପରିମାଣ; ଉତ୍ପନ୍ନ ବସ୍ତୁ
  • ଫସଲ
  • ଲାଭ
  • ନିଷ୍ପତ୍ତି
  • କାର୍ଯ୍ୟ ସିଦ୍ଧି; ଉଦ୍ଦେଶ୍ୟ ସିଦ୍ଧି
  • ସମ୍ପତ୍ତି; ଧନ
  • ଉନ୍ନତି; ଶ୍ରୀବୃଦ୍ଧି
  • ପ୍ରୟୋଜନ; ବ୍ୟବହାର
  • ସୁଖ
  • ଉତ୍ତର
  • ପୁରସ୍କାର
  • ଢାଲ
  • ଫଳକ; ତକ୍ତା; ପଟା
  • ଖଣ୍ତା, ଛୁରୀଆଦି ଅସ୍ତ୍ରଶସ୍ତ୍ରର ଫଲା ବା ପାତିଆ
  • ବାଣାଗ୍ର; ଶରାଗ୍ର ଲୌହ
  • ଲଙ୍ଗଳ ଲୁହା; ଫାଳ
  • ତ୍ରିଫଳା; ହରିଡା, ବାହାଡା ଓ ଅଅଁଳା
  • ଜାଇଫଳ
  • ଗଣିତ ସମସ୍ୟାର ମୀମାଂସା
  • ସ୍ତ୍ରୀଋତୁ; ଆବର୍ତ୍ତ
  • ଦାନ
  • କ୍ଷେତ୍ରଫଳ
  • ସମୀକରଣ
  • ଗ୍ରହର ସମୀକରଣ
  • ମିଷ୍କ; ଅଣ୍ତକୋଷ
  • ଆବୁ; ଦେହଉପରେ ଉତ୍ପନ୍ନ ବର୍ତ୍ତୁଳାକାର ମାଂସଖଣ୍ତ
  • କୌଣସି କାର୍ଯ୍ୟର ଦଣ୍ତ ବା ପୁରସ୍କାର
  • କଙ୍କାଳ
  • ଗ୍ରହମାନଙ୍କ ବିଶିଷ୍ଟ ଅବସ୍ଥିତି ବା ଯୋଗର ସୁଖ ବା ଦୁଃଖ ଆଦି ପରିଣାମ
  • ପଶାକାଠିରେ ଅଙ୍କିତ ବିନ୍ଦୁ ବା ଚିହ୍ନ
  • ପ୍ରତିଫଳ; ପ୍ରତୀକାର
  • ପ୍ରଭାବ
  • ସଂସାରରେ ଶୁଭକର୍ମର ପରିଣାମ
  • ପୂର୍ବଜନ୍ମକୃତ କର୍ମର ଇହଜନ୍ମରେ ଅନୁଭୂତ ସୁଖଦୁଃଖାଦି
  • କକ୍କୋଳ
  • ମୂଳଧନ ଖଟାଇବାଦ୍ଵାରା ମିଳିବା ଲାଭ ବା ସୂଧ
  • ସନ୍ତାନ ସନ୍ତତି
  • ତ୍ରୈରାଶିକରେ ଦ୍ଵିତୀୟ ସଂଖ୍ୟା
  • କୁଟଜ; ପିତାକୋରୁଆଫଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବି—(ଫଳ୍ ଧାତୁ+କର୍ତ୍ତ. ଅ)[ସମ୍ପାଦନା]

୧. ବୃକ୍ଷଲତାଦିରୁ ଚଜାତ ଶସ୍ୟ ବା ଜୀବ ବିଶିଷ୍ଟ ବସ୍ତୁ —୧. Fruit.

[ଦ୍ରଷ୍ଟବ୍ୟ —ଗଛ ଆଦିରେ ପ୍ରଥମ ଫୁଲ ଧରେ ଓ ପରେ ତହିଁରୁ ଫଳ ଉତ୍ପନ୍ନ ହୁଏ ବୈଜ୍ଞାନିକ ଦୃଷ୍ଟିରେ ବୀଜ ଓ ବୀଜକୋଷରୁ ଫଳ ବୋଲାଯାଏ; କିନ୍ତୁ ଲୋକବ୍ୟବହାରରେ ଫଳରେ ଥିବା ମଞ୍ଜିକୁ ବୀଜ ଓ ଧାନ, ଗହମ ଆଦିକୁ ଶସ୍ୟ ବୋଲାଯାଏ କୌଣସି କୌଣସି ଫଳରେ ଗୋଟିଏ ମାତ୍ର ବୀଜ ଥାଏ; କୌଣସି କୌଣସି ଫଳରେ ଏକାଧିକ ବୀଜ ଥାଏ ଓ ଛୁଇଁ ଆଦିରେ ବହୁ ବୀଜ ଥାଏ]

୨. ସନ୍ତାନ —୨. Offspring.
୩. କୌଣସି କ୍ରିୟାରେ ପରିମାଣ; ଉତ୍ପନ୍ନ ବସ୍ତୁ — ୩. Result; consequence; effect.
୪. ଫସଲ —୪. Crop.
୫. ଲାଭ —୫. Gain; acquisition; benefit.
୬. ନିଷ୍ପତ୍ତି —୬. Settlement.
୭. କାର୍ଯ୍ୟ ସିଦ୍ଧି; ଉଦ୍ଦେଶ୍ୟ ସିଦ୍ଧି — ୭. Fulfilment; accomplishment.
୮. ସମ୍ପତ୍ତି; ଧନ —୮. Riches.
୯. ଉନ୍ନତି; ଶ୍ରୀବୃଦ୍ଧି —୯. Affluence; blessing; prosperity.
୧. ପ୍ରୟୋଜନ; ବ୍ୟବହାର — ୧୦. Necessity; utility; use.
୧୧. ସୁଖ —୧୧. Happiness.
୧୨. ଉତ୍ତର —୧୨. Answer; reply.
୧୩. ପୁରସ୍କାର —୧୩. Reward; recompense.
୧୪. ଢାଲ —୧୪. Shield.
୧୫. ଫଳକ; ତକ୍ତା; ପଟା —୧୫. Plate; plank.
୧୬. ଖଣ୍ଡା; ଛୁରୀଆଦି ଅସ୍ତ୍ରଶସ୍ତ୍ରର ଫଲା ବା ପାତିଆ — ୧୬. Blade of a weapon.
୧୭. ବାଣାଗ୍ର; ଶରାଗ୍ର ଲୌହ — ୧୭. The head of an arrow; dart; barb.
୧୮. ଲଙ୍ଗଳ ଲୁହା; ଫାଳ —୧୮. Ploughshare.
୧୯. ତ୍ରିଫଳା; ହରିଡ଼ା, ବାହାଡ଼ା ଓ ଅଅଁଳା — ୧୯. The three myrobalans.
୨. ଜାଇଫଳ —୨୦. Nutmeg.
୨୧. ଗଣିତ ସମସ୍ୟାରେ ମୀମାଂସା —୨୧. The solution or result of a mathematical problem or calculation.

(ଯଥା—୧ ଯୋଗଫଳ —୧. Sun; total.:୨. ବିୟୋଗ— ଫଳ —୨. Difference. :୩. ଗୁଣଫଳ —୩. Product.

୪. ଭାଗଫଳ —୪. Quotient.)
୨୨. ସ୍ତ୍ରଋତୁ; ଆବର୍ତ୍ତ —୨୨. Menses.
୨୩. ଦାନ —୨୩. Gift; present.
୨୪. କ୍ଷେତ୍ରଫଳ —୨୪. Area.
୨୫. (ବୀଜ ଗଣିତ) ସମୀକରଣ —୨୫. Euquation.
୨୬. (ଜ୍ୟୋତିଷ) ଗ୍ରହର ସମୀକରଣ — ୨୬. (Astrology) The equation of a planet.
୨୭. ମୁଷ୍କ; ଅଣ୍ଡକୋଷ —୨୭. Testicle; scrotum.
୨୮. ଆବୁ; ଦେହଉପରେ ଉତ୍ପନ୍ନ ବର୍ତ୍ତକାଳର ମାଂସଖଣ୍ଡ — ୨୮. Tumour.
୨୯. କୌଣସି କାର୍ଯ୍ୟରେ ଦଣ୍ଡ ବା ପୁରସ୍କାର — ୨୯. The reward or punishment for an action.
୩. କଙ୍କାଳ (ହିନ୍ଦୀ - ଶ.) —୩୦. Skeleton.
୩୧. (ଫଳିତ ଜ୍ୟୋତିଷ) ଗ୍ରହମାନଙ୍କ ବିଶିଷ୍ଟ ଅବସ୍ଥିତି ବା ଯୋଗର ସୁଖ ଦୁଃଖ ଆଦି ପରିମାଣ — ୩୧. (Astrology) The effect (good or bad) of certain conjunction or position ,of planets.
୩୨. ପଶାକାଠିରେ ଅଙ୍କିତ ବିନ୍ଦୁ ବା ଚିହ୍ନ (ହିନ୍ଦୀ - ଶ.) — ୩୨. The points drawn on a die.
୩୩. ପ୍ରତିଫଳି; ପ୍ରତୀକାର (ହିନ୍ଦୀ - ଶ.) — ୩୩. Requital; retribution; remedy.
୩୪. ପ୍ରଭାବ (ହିନ୍ଦୀ - ଶ.) —୩୪. Influence.
୩୫. (ଦର୍ଶନ ଶାସ୍ତ୍ର) ସଂସାରରେ ଶୁଭକର୍ମର ପରିଣାମ (ଯଥା—ଧର୍ମ, ଅର୍ଥ, କାମ, ମୋକ୍ଷ) (ହିନ୍ଦୀ - ଶ.) —୩୫. (Philosophy) The fourfold result of one's good actions in the worcld; summum bonum of human existence.
୩୬. ପୂର୍ବଜନ୍ମକୃତ କର୍ମର ଇହଜନ୍ମରେ ଅନୁଭୂତ ସୁଖଦୁଃଖାଦି (ହିନ୍ଦୀ - ଶ.) —୩୬. The result of one's acts in a previous existence.
୩୭. (ବୈଦିକ) କକ୍କୋଳ (ହିନ୍ଦୀ - ଶ.) (ଦେଖ) - ୩୭. kakkoḻa (See)
୩୮. ମୂଳଧନ ଖଟାଇବାଦ୍ୱାରା ମିଳିବା ଲାଭ ବା ସୁଦ — ୩୮. Profit or interest on capital (Apte)
୩୯. ସନ୍ତାନ ସନ୍ତତି —୩୯. Progeny (Apte).
୪. ତ୍ରୈରାଶିକରେ ଦ୍ୱିତୀୟ ସଂଖ୍ୟା —୪୦. The second term in a rule of three sum (Apte)

୪୧: କୁଟଜ; ପିତାକୋରୁଆ (ହିନ୍ଦୀ - ଶ.) — ୪୧. Wrightea Anteddsenterica (creeper)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଭାଗ୍ୟ —୧. Good luck.

କର୍ମ ଅବଳକୁ କୁବୁଜା ଫଳକୁ କଂଶ ନୃପତ ବଳକୁ ଗଲେ ଦୀନକୃଷ୍ଣ, ରସକଲ୍ଲୋଳ

୨. ପୂଣ୍ୟ —୨. Religious merit.

ଏମନ୍ତ ହିଜଙ୍କୁ କନକ ଶୃଙ୍ଗୀ ଗାଈ ଶହେଟି ଦେଲେ ଯେଉଁ ଫଳଟି ହୁଅଇ କୃଷ୍ଣସିଂହ, ମହାଭାରତ ଆଦି