ଶିଳା

ଉଇକିଅଭିଧାନ‌ରୁ

ଉଚ୍ଚାରଣ: Ṡiḻā

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

ଶବ୍ଦ ବିନ୍ୟାସ: ଶିଳ୍ ଧାତୁ+ସଂଜ୍ଞାର୍ଥେ; କରଣ+ଅ+ସ୍ତ୍ରୀ ଆ

ଶବ୍ଦାର୍ଥ:(ସଂ. ବି)
୧. ପାଷାଣ; ପଥର
୨. ମନଃ ଶିଳା (Red arsenic)
୩. ବର୍ଷୋପଳ; କୁଆପଥର

(ଉଦାହରଣ— ଜଳର ସଙ୍ଗେ ଶିଳାପଡ଼ି, ଶବଦ ମେଘ ଘଡ଼ ଘଡ଼ି ଜଗନ୍ନାଥ ।- ଭାଗବତ)

୪. ଦ୍ଵାରବନ୍ଧରେ ନିମ୍ନସ୍ଥ କାଠ; ଇରୁଣ୍ଡ ବନ୍ଧ
୫. ସ୍ତମ୍ଭଶୀର୍ଷ (ବିଶ୍ବକୋଷ)
୬. ପଥରର ବଡ଼ ଖଣ୍ଡ
୭. କପୂର (ହି. ଶ)
୮. ଶିଳାଜିତ୍ [ହି. ଶ.]
୯. ଗେରୁ (ହି. ଶ)
୧୦. ନୀଳ ଗୁଳ୍ମ [ହି. ଶ]
୧୧. ହରୀତକୀ [ହି. ଶ]
୧୨. ଗୋରୋଚନା [ହି. ଶ]
୧୩. ଦୂବ [ହି. ଶ]
୧୪. ପଥରର ଢମା [ହି. ଶ଼]
୧୫. ଶିଳ ବୃତ୍ତି [ହି. ଶ]

ବିଶେଷ୍ୟ (ଦେଶଜ)[ସମ୍ପାଦନା]

ଦେ. ବି— ଏକପ୍ରକାର ବନ୍ୟ କ୍ଷୁପ (an wild plant)

(ଦ୍ରଷ୍ଟବ୍ୟ:— ଏହାର ପତ୍ରର ରସ ଓ ଛେଳିର କ୍ଵାଥ ତିକ୍ତମଥୁର, କଷା ଓ ଶୀତଳ ଏହା କଫ, ପିତ୍ତା, ଅତିସାର, ରକ୍ତପିତ୍ତ ଓ ବ୍ରଣ ହରଣ କରେ; ଧାତୁ ପୁଷ୍ଟି କରେ, କୁଷ୍ଠ, ରକ୍ତ ଦୋଷ, ବାତ ଓ ଅର୍ଶ ପ୍ରଶମନ କରେ ଏହାର ଖାର ଲଗାଇଲେ ମୁହଁର ବ୍ରଣ ଭଲ ହୁଏ—ଦ୍ରବଗୁଣ କଲଦ୍ରୁମ)

ବିଶେଷ୍ୟ (ପ୍ରାଦେଶିକ)[ସମ୍ପାଦନା]

ପ୍ରାଦେ— (ବାଲେଶ୍ଵର) ବି— ବୃହତକାୟ ସାମୁଦ୍ରିକ ମତ୍ସ୍ୟ ବିଶେଷଶିଳା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବି—(ଶିଳ୍ ଧାତୁ+ସଂଜ୍ଞାର୍ଥେ; କରଣ+ଅ+ସ୍ତ୍ରୀ ଆ)[ସମ୍ପାଦନା]

୧. ପାଷାଣ; ପଥର —୧. Stone.
୨. ମନଃ ଶିଳା — ୨. Red arsenic.
୩. ବର୍ଷୋପଳ; କୁଆପଥର — ୩. Hail stone.

[ଉ— ଜଳର ସଙ୍ଗେ ଶିଳାପଡ଼ି, ଶବଦ ମେଘ ଘଡ଼ ଘଡ଼ି ଜଗନ୍ନାଥ. ଭାଗବତ]

୪. ଦ୍ୱାରବନ୍ଧରେ ନିମ୍ନସ୍ଥ କାଠ; ଇରୁଣ୍ଡ ବନ୍ଧ —୪. The lowest piece of wood in the door frame; the door-sill.
୫. ସ୍ତମ୍ଭଶୀର୍ଷ (ବିଶ୍ୱକୋଷ) — ୫. The capital of a column or a pillar,
୬. ପଥରର ବଡ଼ ଖଣ୍ଡ —୬. A block or slab of stone.
୭. କପୂର (ହିନ୍ଦୀ - ଶ) — ୭. Camphor.
୮. ଶିଳାଜିତ୍ [ହିନ୍ଦୀ - ଶ.] —୮. As phalt.
୯. ଗେରୁ (ହିନ୍ଦୀ - ଶ) —୯. Red ochre.
୧. ନୀଳ ଗୁଳ୍ମ [ହିନ୍ଦୀ - ଶ] —୧୦. Indigo plant.
୧୧. ହରୀତକୀ [ହିନ୍ଦୀ - ଶ] —୧୧. Myrobalan.
୧୨. ଗୋରୋଚନା [ହିନ୍ଦୀ - ଶ] —୧୨. Yellow pigment obtained from dead cows.
୧୩. ଦୂବ [ହିନ୍ଦୀ - ଶ] —୧୩. The creeping grass.
୧୪. ପଥରର ଢମା [ହିନ୍ଦୀ - ଶ଼] —୧୪. Peeble.
୧୫. [[ ଶିଳ ବୃତ୍ତି [ହିନ୍ଦୀ - ଶ] ]] (ଦେଖ) - —୧୫. Ṡiḻābṛutti (See).

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଏକପ୍ରକାର ବନ୍ୟ କ୍ଷୁପ —A kind of wild plant.

[ଦ୍ରଷ୍ଟବ୍ୟ —ଏହାର ପତ୍ରର ରସ ଓ ଛେଳିର କ୍ୱାଥ ତିକ୍ତମଥୁର, କଷାୟ ଓ ଶୀତଳ ଏହା କଫ, ପିତ୍ତା, ଅତିସାର, ରକ୍ତପିତ୍ତ ଓ ବ୍ରଣ ହରଣ କରେ; ଧାତୁ ପୁଷ୍ଟି କରେ, କୁଷ୍ଠ, ରକ୍ତ ଦୋଷ, ବାତ ଓ ଅର୍ଶ ପ୍ରଶମନ କରେ ଏହାର ଖାର ଲଗାଇଲେ ମୁହଁର ବ୍ରଣ ଭଲ ହୁଏ—ଦ୍ରବ୍ୟଗୁଣ କଲଦ୍ରୁମ]

ପ୍ରାଦେ— (ବାଲେଶ୍ୱର) ବିଶେଷ୍ୟ -[ସମ୍ପାଦନା]

ବୃହତକୀୟ ସାମୁଦ୍ରିକ ମତ୍ସ୍ୟ ବିଶେଷ — A kind of big sea fish.