ଲକ୍ଷ
ଦେଖଣା
- ଶତ ସହସ୍ର ସଂଖ୍ୟା
- ଶରବ୍ୟ; ଲକ୍ଷ୍ୟ
- ପ୍ରବଞ୍ଚନା; ଚାତୁରୀ
- ଛଳନା
- ବ୍ୟାଖ୍ୟା
- ଦୃଷ୍ଟି
- ଗୋଡ଼
- ଚିହ୍ନ
- ଅସ୍ତ୍ରର ଏକ ପ୍ରକାର ସଂହାର
- ଯେଉଁ ବସ୍ତୁ ପ୍ରତି କୌଣସି ଆପେକ୍ଷ କରାଯାଏ
- ଉଦ୍ଦେଶ୍ୟ
- ଅନୁମେୟ ବସ୍ତୁ ବା ବିଷୟ
- ଲକ୍ଷଣାର୍ଥ
- ଲକ୍ଷ ସଂଖ୍ୟକ
- ବହୁ ସଂଖ୍ୟକ
- ତୁଳନା; ଉପମା
- ମାଳାକୁ ୬୪ ଥର ଫେରାଇ ଜପିବା
- ନଖ
ବିଶେଷଣ (ଦେଶଜ)
[ସମ୍ପାଦନା]- ତୁଳନୀୟ
- ସମକକ୍ଷ, ସମାନଲକ୍ଷ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଲକ୍ଷ୍ ଧାତୁ+କର୍ମ. ଅ)
[ସମ୍ପାଦନା]- ୧. ଶତ ସହସ୍ର ସଂଖ୍ୟା — ୧. A hundred thousand.
- ୨. ଶରବ୍ୟ; ଲକ୍ଷ୍ୟ —୨. Terget; mark.
- ୩. ପ୍ରବଞ୍ଚନା; ଚାତୁରୀ —୩. Fraud.
- ୪. ଛଳନା —୪. Excuse.
- ୫. ବ୍ୟାଖ୍ୟା —୫. Explanation.
- ୬. ଦୃଷ୍ଟି — ୬. vision; sight.
- ୭. ଗୋଡ଼ (ହିନ୍ଦୀ - ଶ) — ୭. Leg.
- ୮. ଚିହ୍ନ (ହିନ୍ଦୀ - ଶ) —୮. Mark
- ୯. ଅସ୍ତ୍ରର ଏକ ପ୍ରକାର ସଂହାର [ହିନ୍ଦୀ - ଶ] — ୯. A kind of formal withdrawal of a weapon.
- ୧. ଯେଉଁ ବସ୍ତୁ ପ୍ରତି କୌଣସି ଆକ୍ଷେପ କରାଯାଏ [ହିନ୍ଦୀ - ଶ] —୧୦. A thing or matter to which allusion is made.
- ୧୧. ଉଦ୍ଦେଶ୍ୟ [ହିନ୍ଦୀ - ଶ] ୧୧. Aim; object.
- ୧୨. ଅନୁମେୟ ବସ୍ତୁ ବା ବିଷୟ (ହିନ୍ଦୀ - ଶ) — ୧୨. Anything inferred.
- ୧୩. ଲକ୍ଷଣାର୍ଥ (ହିନ୍ଦୀ - ଶ) ୧୩. Figurative meaning.
ଦେଶଜ - ବିଶେଷ୍ୟ - [ସଂସ୍କୃତ - ଲକ୍ଷ୍ୟ]
[ସମ୍ପାଦନା]- ୧. ତୁଳନା; ଉପମା —୧. Comparison.
[ଉ— ବିରଚିଲେ ଲକ୍ଷ, ଗିରି ସଙ୍ଗେ ଋଷ୍ୟଶୃଙ୍ଗ—ଭଞ୍ଜ ବୈଦେହୀଶବିଳାସ]
- ୨. [ଗୋଟିଏ ମାଳାକୁ ଚାରି ଥର ଫେରାଇ ଜପିବା ଏକ ଗ୍ରନ୍ଥ; ଷୋଳ ଗ୍ରନ୍ଥରେ ଏକ ଲକ୍ଷ ହୁଏ)— ମାଳାକୁ ୬୪: ଥର ଫେରାଇ ଜପିବା — ୨. Telling of a rosary ୬୪ times
[ଉ— ଚାରିବାର ଫେରାଇଲେ ଗ୍ରନ୍ଥେ ପୁଣ ହୋଇ, ଷୋଳ ଗ୍ରନ୍ଥ ଫେରାଇଲେ ଲକ୍ଷେ ଯେ ବୋଲାଇ ପ୍ରାଚୀ ଶ୍ରୀ ଗୁରୁଭକ୍ତି ଗୀତା]
- ୩. (ସଂସ୍କୃତ - ନଖ) ନଖ —୩. Nail
[ଉ— ଲକ୍ଷ କୋଣ ନାହିଁ ତାଙ୍କ ଲକ୍ଷ କୋଣ ପନ୍ତି ପ୍ରାଚୀ ବ୍ରହ୍ମନିରୁପଣ ଗୀତା]
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ଲକ୍ଷ ସଂଖ୍ୟକ ୧. Numbering one hundred thousand.
- ୨. ବହୁ ସଂଖ୍ୟକ —୨. Many
[ଉ— ଲକ୍ଷ ଦୃଷ୍ଟେ ରଖି ଅଛି ମୁଁ ବାଛି— କବିସୂର୍ଯ୍ୟ କିଶୋର ଚମ୍ପୁ ଲ ଗୀତ)
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ତୁଳନୀୟ —୧. Comparable.
- ୨. ସମକକ୍ଷ, ସମାନ —୨. Similar.
ଦେଶଜ - ଅ
[ସମ୍ପାଦନା]ସମାନ — Equal; resembling.
[ଉ— ବତୀଶ ଲକ୍ଷ ନିଶ୍ୱାସରେ ଭଞ୍ଜ, ବୈଦେହୀଶବିଳାସ]
ଲକ୍ଷ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲକ୍ଷ
|
ଲକ୍ଷିଁ, ଲକ୍ଷମୀଅନ୍ୟରୂପ
ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଲକ୍ଷ୍ମୀ; ପ୍ରା. ଲଖ୍ଖୀ)
[ସମ୍ପାଦନା]- ୧. (ସ୍ତ୍ରୀ) ଲକ୍ଷ୍ମୀଦେବୀ — ୧. Goddess lakshmī
- ୨. (ପୁଂ) ଲକ୍ଷ୍ମୀଧରର ଡ଼ାକ ନାମ —୨. Name for calling Lakshmīdhara
- ୩. (ସ୍ତ୍ରୀ) ଲକ୍ଷ୍ମୀନାମ୍ନୀ ସ୍ତ୍ରୀର ଡ଼ାକ ନାମ — ୩. Name for calling a woman whose name is Lakshmī