ଲକ୍ଷ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଶତ ସହସ୍ର ସଂଖ୍ୟା
  • ଶରବ୍ୟ; ଲକ୍ଷ୍ୟ
  • ପ୍ରବଞ୍ଚନା; ଚାତୁରୀ
  • ଛଳନା
  • ବ୍ୟାଖ୍ୟା
  • ଦୃଷ୍ଟି
  • ଗୋଡ଼
  • ଚିହ୍ନ
  • ଅସ୍ତ୍ରର ଏକ ପ୍ରକାର ସଂହାର
  • ଯେଉଁ ବସ୍ତୁ ପ୍ରତି କୌଣସି ଆପେକ୍ଷ କରାଯାଏ
  • ଉଦ୍ଦେଶ୍ୟ
  • ଅନୁମେୟ ବସ୍ତୁ ବା ବିଷୟ
  • ଲକ୍ଷଣାର୍ଥ

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • ଲକ୍ଷ ସଂଖ୍ୟକ
  • ବହୁ ସଂଖ୍ୟକ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ତୁଳନା; ଉପମା
  • ମାଳାକୁ ୬୪ ଥର ଫେରାଇ ଜପିବା
  • ନଖ

ବିଶେଷଣ (ଦେଶଜ)[ସମ୍ପାଦନା]

  • ତୁଳନୀୟ
  • ସମକକ୍ଷ, ସମାନଲକ୍ଷ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଲକ୍ଷ୍ ଧାତୁ+କର୍ମ. ଅ)[ସମ୍ପାଦନା]

୧. ଶତ ସହସ୍ର ସଂଖ୍ୟା — ୧. A hundred thousand.
୨. ଶରବ୍ୟ; ଲକ୍ଷ୍ୟ —୨. Terget; mark.
୩. ପ୍ରବଞ୍ଚନା; ଚାତୁରୀ —୩. Fraud.
୪. ଛଳନା —୪. Excuse.


୫. ବ୍ୟାଖ୍ୟା —୫. Explanation.
୬. ଦୃଷ୍ଟି — ୬. vision; sight.
୭. ଗୋଡ଼ (ହିନ୍ଦୀ - ଶ) — ୭. Leg.
୮. ଚିହ୍ନ (ହିନ୍ଦୀ - ଶ) —୮. Mark
୯. ଅସ୍ତ୍ରର ଏକ ପ୍ରକାର ସଂହାର [ହିନ୍ଦୀ - ଶ] — ୯. A kind of formal withdrawal of a weapon.
୧. ଯେଉଁ ବସ୍ତୁ ପ୍ରତି କୌଣସି ଆକ୍ଷେପ କରାଯାଏ [ହିନ୍ଦୀ - ଶ] —୧୦. A thing or matter to which allusion is made.
୧୧. ଉଦ୍ଦେଶ୍ୟ [ହିନ୍ଦୀ - ଶ] ୧୧. Aim; object.
୧୨. ଅନୁମେୟ ବସ୍ତୁ ବା ବିଷୟ (ହିନ୍ଦୀ - ଶ) — ୧୨. Anything inferred.
୧୩. ଲକ୍ଷଣାର୍ଥ (ହିନ୍ଦୀ - ଶ) ୧୩. Figurative meaning.

ଦେଶଜ - ବିଶେଷ୍ୟ - [ସଂସ୍କୃତ - ଲକ୍ଷ୍ୟ][ସମ୍ପାଦନା]

୧. ତୁଳନା; ଉପମା —୧. Comparison.

[ଉ— ବିରଚିଲେ ଲକ୍ଷ, ଗିରି ସଙ୍ଗେ ଋଷ୍ୟଶୃଙ୍ଗ—ଭଞ୍ଜ ବୈଦେହୀଶବିଳାସ]

୨. [ଗୋଟିଏ ମାଳାକୁ ଚାରି ଥର ଫେରାଇ ଜପିବା ଏକ ଗ୍ରନ୍ଥ; ଷୋଳ ଗ୍ରନ୍ଥରେ ଏକ ଲକ୍ଷ ହୁଏ)— ମାଳାକୁ ୬୪: ଥର ଫେରାଇ ଜପିବା — ୨. Telling of a rosary ୬୪ times

[ଉ— ଚାରିବାର ଫେରାଇଲେ ଗ୍ରନ୍ଥେ ପୁଣ ହୋଇ, ଷୋଳ ଗ୍ରନ୍ଥ ଫେରାଇଲେ ଲକ୍ଷେ ଯେ ବୋଲାଇ ପ୍ରାଚୀ ଶ୍ରୀ ଗୁରୁଭକ୍ତି ଗୀତା]

୩. (ସଂସ୍କୃତ - ନଖ) ନଖ —୩. Nail

[ଉ— ଲକ୍ଷ କୋଣ ନାହିଁ ତାଙ୍କ ଲକ୍ଷ କୋଣ ପନ୍ତି ପ୍ରାଚୀ ବ୍ରହ୍ମନିରୁପଣ ଗୀତା]

ସଂସ୍କୃତ - ବିଶେଷଣ -[ସମ୍ପାଦନା]

୧. ଲକ୍ଷ ସଂଖ୍ୟକ ୧. Numbering one hundred thousand.
୨. ବହୁ ସଂଖ୍ୟକ —୨. Many

[ଉ— ଲକ୍ଷ ଦୃଷ୍ଟେ ରଖି ଅଛି ମୁଁ ବାଛି— କବିସୂର୍ଯ୍ୟ କିଶୋର ଚମ୍ପୁ ଲ ଗୀତ)

ଦେଶଜ - ବିଶେଷଣ -[ସମ୍ପାଦନା]

୧. ତୁଳନୀୟ —୧. Comparable.
୨. ସମକକ୍ଷ, ସମାନ —୨. Similar.

ଦେଶଜ - ଅ[ସମ୍ପାଦନା]

ସମାନ — Equal; resembling.

[ଉ— ବତୀଶ ଲକ୍ଷ ନିଶ୍ୱାସରେ ଭଞ୍ଜ, ବୈଦେହୀଶବିଳାସ]



ଲକ୍ଷ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଲକ୍ଷିଁ, ଲକ୍ଷମୀଅନ୍ୟରୂପ

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଲକ୍ଷ୍ମୀ; ପ୍ରା. ଲଖ୍ଖୀ)[ସମ୍ପାଦନା]

୧. (ସ୍ତ୍ରୀ) ଲକ୍ଷ୍ମୀଦେବୀ — ୧. Goddess lakshmī
୨. (ପୁଂ) ଲକ୍ଷ୍ମୀଧରର ଡ଼ାକ ନାମ —୨. Name for calling Lakshmīdhara
୩. (ସ୍ତ୍ରୀ) ଲକ୍ଷ୍ମୀନାମ୍ନୀ ସ୍ତ୍ରୀର ଡ଼ାକ ନାମ — ୩. Name for calling a woman whose name is Lakshmī