Jump to content

ଗୁମଟ

ଉଇକିଅଭିଧାନ‌ରୁ

ଗୁମଟ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଗୁମୁଟ (ଦେଖ) - ୧. Gumuṭa (See)
୨. (ସଂସ୍କୃତ - ଗ୍ରୀଷ୍ମ) ଉତ୍ତାପ; ଗ୍ରୀଷ୍ମ —୨. Heat.
୩. ଗୁଳୁଗୁଳି; ନିର୍ବାତ ଗ୍ରୀଷ୍ମ —୩. Sultriness.
୪. ଆକାଶ ମେଘାଚ୍ଛନ୍ନ ଥାଇ ପବନ ନ ହେଲେ ଯେଉଁ ଗରମ ବୋଧ ହୁଏ —୪. Sultriness or closeness felt when the weather is overclouded and there is no current of air.