ଗୁମଟ
Appearance
ଗୁମଟ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଗୁମୁଟ (ଦେଖ) - ୧. Gumuṭa (See)
- ୨. (ସଂସ୍କୃତ - ଗ୍ରୀଷ୍ମ) ଉତ୍ତାପ; ଗ୍ରୀଷ୍ମ —୨. Heat.
- ୩. ଗୁଳୁଗୁଳି; ନିର୍ବାତ ଗ୍ରୀଷ୍ମ —୩. Sultriness.
- ୪. ଆକାଶ ମେଘାଚ୍ଛନ୍ନ ଥାଇ ପବନ ନ ହେଲେ ଯେଉଁ ଗରମ ବୋଧ ହୁଏ —୪. Sultriness or closeness felt when the weather is overclouded and there is no current of air.