ଉଇକିଅଭିଧାନ:ବଛା ଶବ୍ଦ/୨୦୧୫/ଡିସେମ୍ବର

ଉଇକିଅଭିଧାନ‌ରୁ

ଗଣନାଥ

ଉଚ୍ଚାରଣ: Gaṇanātha
ଶବ୍ଦ ବିନ୍ୟାସ: ୬ଷ୍ଠୀ ତତ୍; ଗଣ+ନାଥ
ସଂସ୍କୃତ - ବିଶେଷ୍ୟ

  1. ଗଣେଶ; ମହାଦେବଙ୍କ କନିଷ୍ଠା ପୁତ୍ର; ପ୍ରଥମ ଗଣର ସେନାଧ୍ୟକ୍ଷ
  2. ମହାଦେବ
  3. ଅନେକ ବ୍ୟକ୍ତିଙ୍କର କର୍ତ୍ତା ବା ସ୍ୱାମୀ ବା ନାୟକ

[ଉଦାହରଣ —ସେ ଯୁଦ୍ଧେ କାହାକୁ ନ ଦେଖି ଗଣନାଥ ଭାଜିଲେ ଦେବସୈନ୍ୟ ଛାଡି ଯୁଦ୍ଧପଥ କୃଷ୍ଣସିଂହ । ମହାଭାରତ - ବନ]