ପରଶୁ
ପରଶୁ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ପର=ଶତ୍ରୁ+ଶୃ ଧାତୁ=ହିଂସା କରିବା+କରଣ ଉ)[ସମ୍ପାଦନା]
ପରଶ୍ୱଧ; ଯୁଦ୍ଧ କୁଠାର; ଟାଙ୍ଗି; ଟାଙ୍ଗିଆ — Battle axe; hatchet
[ଦ୍ରଷ୍ଟବ୍ୟ —ଏଥିରେ ଗୋଟିଏ ଦଣ୍ଡର ମୁଣ୍ଡରେ ଅର୍ଦ୍ଧ ଚନ୍ଦ୍ରାକୃତି ବିସ୍ତୃତାସ୍ୟ ତୀକ୍ଷ୍ଣଲୌହ ଫଳକ ଲାଗି ଥାଏ ]
ଅନୁବାଦ[ସମ୍ପାଦନା]
(ପରଶୁଆ—ଅନାଦରାର୍ଥକ)
ଦେଶଜ - ବିଶେଷ୍ୟ -[ସମ୍ପାଦନା]
- ୧. ପରଶମଣି (ଦେଖ) - ୧. Paraṡamaṇi (See)
- ୨. ପରଶୁରାମ (ଦେଖ) - —୨. Paraṡurāma (See)
ତହୁ ପରଶୁ ଅବତାର, ତୀକ୍ଷ କୁଠାର ଘେନି କର ପ୍ରାଚୀ. ନିର୍ଗୁଣମାହାତ୍ମ୍ୟ
- ୩. (ଆଦରାର୍ଥକ) ପରଶୁରାମ ନାମକ ବ୍ୟକ୍ତିର ଡାକ ନାମ —୩. Name by which a person named Paraṡurāma is called.