Jump to content

ପରଶୁ

ଉଇକିଅଭିଧାନ‌ରୁ

ପରଶୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ପର=ଶତ୍ରୁ+ଶୃ ଧାତୁ=ହିଂସା କରିବା+କରଣ ଉ)[ସମ୍ପାଦନା]

ପରଶ୍ୱଧ; ଯୁଦ୍ଧ କୁଠାର; ଟାଙ୍ଗି; ଟାଙ୍ଗିଆ — Battle axe; hatchet

[ଦ୍ରଷ୍ଟବ୍ୟ —ଏଥିରେ ଗୋଟିଏ ଦଣ୍ଡର ମୁଣ୍ଡରେ ଅର୍ଦ୍ଧ ଚନ୍ଦ୍ରାକୃତି ବିସ୍ତୃତାସ୍ୟ ତୀକ୍ଷ୍ଣଲୌହ ଫଳକ ଲାଗି ଥାଏ ]

ଅନୁବାଦ[ସମ୍ପାଦନା]

(ପରଶୁଆ—ଅନାଦରାର୍ଥକ)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ପରଶମଣି (ଦେଖ) - ୧. Paraṡamaṇi (See)
୨. ପରଶୁରାମ (ଦେଖ) - —୨. Paraṡurāma (See)

ତହୁ ପରଶୁ ଅବତାର, ତୀକ୍ଷ କୁଠାର ଘେନି କର ପ୍ରାଚୀ. ନିର୍ଗୁଣମାହାତ୍ମ୍ୟ

୩. (ଆଦରାର୍ଥକ) ପରଶୁରାମ ନାମକ ବ୍ୟକ୍ତିର ଡାକ ନାମ —୩. Name by which a person named Paraṡurāma is called.