ଭେଲା
ଭେଲା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ପ୍ରାଦେଶିକ - (ଗଡ଼ଜାତ, ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]
ପିଣ୍ଡୂଳା; ଗୁଡ଼ଆଦିର ମେଞ୍ଚା —Lump; clod (of molasses).
ବିଶେଷଣ -[ସମ୍ପାଦନା]
- ୧. ସରୁ —୧. Fine.
- ୨. ଅସୁନ୍ଦର —୨. Ugly.
(ଉ—ମୂହଁଟି ସୁନ୍ଦର ଦେହଟି ଭେଲା ଢ଼ଗ)
- ୩. ଚେପ୍ଟା —୩. Flat.
ଗ୍ରାମ୍ୟ - (ଇତର) ଅ[ସମ୍ପାଦନା]
ଭଲା (ଦେଖ) - Bhalā (See)