ଭେଲା
ଦେଖଣା
ଭେଲା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ପ୍ରାଦେଶିକ - (ଗଡ଼ଜାତ, ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ପିଣ୍ଡୂଳା; ଗୁଡ଼ଆଦିର ମେଞ୍ଚା —Lump; clod (of molasses).
ବିଶେଷଣ -
[ସମ୍ପାଦନା]- ୧. ସରୁ —୧. Fine.
- ୨. ଅସୁନ୍ଦର —୨. Ugly.
(ଉ—ମୂହଁଟି ସୁନ୍ଦର ଦେହଟି ଭେଲା ଢ଼ଗ)
- ୩. ଚେପ୍ଟା —୩. Flat.
ଗ୍ରାମ୍ୟ - (ଇତର) ଅ
[ସମ୍ପାଦନା]ଭଲା (ଦେଖ) - Bhalā (See)