ଚୂଡ଼ା
Appearance
ଚୂଡ଼ା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଚୂଡ଼ ଧାତୁ=ମୁଣ୍ଡନ କରିବା+କର୍ମ. ଅ+ସ୍ତ୍ରୀ. ଆ)
[ସମ୍ପାଦନା]ହିନ୍ଦୁ ବାଳକର ମସ୍ତକମୂଣ୍ଡନରୂପ ସଂସ୍କାର — ୧. The ceremony of shaving performed on a Hindu boy.
- ୨. କେଶ —୨. Hair.
- ୩. ଜୁଡ଼ା; ଜଟ; ମୁଣ୍ଡ ଉପରେ ପକାଯିବା ଗଣ୍ଠି — ୩. A mass of hair artistically dressed into a knot ever the head; chignon.
ବନ୍ଧୁ ଅଛି କି ଲୋଡ଼ା, ନୂଆ ନିଆଳି ନିର୍ମିତ ଚୂଡ଼ା—କବିସୂର୍ଯ୍ୟ. ସଙ୍ଗୀତ
- ୪. କେଶର ଶିଖା; ଚୂଟୀ — ୪. Tuft of hair left on the crown of the head after the ୧st shaving ceremony; a single look of hair.
- ୫. ମୟୁରାଦି ପକ୍ଷିଙ୍କ ମୁଣ୍ଡରେ ହେଉଁ ଉନ୍ନତ ପକ୍ଷଗୁଚ୍ଛ ଥାଏ ୫. Tuft of feathers standing on the head of certain birds (e.g. peacock).
- ୬. ପର୍ବତର ଶିଖର; ପର୍ବତ ଶୃଙ୍ଗ — ୬. Mountain-peak; crest; pinnacle.
- ୭. ଅଗ୍ରଭାଗ —୭. Top; summit; crown.
- ୮. ମୁକୁଟ; ମସ୍ତକଭୂଷଣ — ୮. A conical head-dress; crown.
- ୯. ମୂକୁଟ ବା ପଗଡ଼ି ଉପରେ ଲମ୍ୱଭାବରେ ଠିଆ ହୋଇ— ଥିବା ଶିଖା —୯. Diadem; an ornament put upright on the crown or turban.
- ୧. ସ୍ତ୍ରୀମାନଙ୍କ ଚୂଡ଼ି; କରର ଭୂଷଣ — ୧୦. A flat bracelet.
- ୧୧. ଭୂଷଣ; ଅଳଙ୍କାର — ୧୦. Ornament; jewellery.
- ୧୨. ମସ୍ତକ (ହିନ୍ଦୀ - ଶବ୍ଦସାଗର) —୧୨. Head.
- ୧୩. ପ୍ରଧାନ ନାୟକ (ହିନ୍ଦୀ - ଶବ୍ଦସାଗର) — ୧୩. Chief; leader.
- ୧୪. କୂଅ (ହିନ୍ଦୀ - ଶବ୍ଦସାଗର) —୧୪. Well.
- ୧୫. କାଇଞ୍ଚ (ହିନ୍ଦୀ - ଶବ୍ଦସାଗର) — ୧୫. A black-topped red seed.
- ୧୬. ବାହୁଭୁଷଣବିଶେଷ (ହିନ୍ଦୀ - ଶବ୍ଦସାଗର) — ୧୬. A kind of ornament for the arms; armlet.
- ୧୭. ଚୂଡ଼ାକରଣ (ଦେଖ) - (ହିନ୍ଦୀ - ଶବ୍ଦସାଗର) — ୧୭. Chūṟḍ̠akaraṇa (See)
- ୧୮. (ଚୂଦ ଧାତୁ=ପ୍ରେରଣ କରିବା+ଭାବ. ଅ+ସ୍ତ୍ରୀ. ଆ) ପ୍ରେରଣ (ପ୍ରକୃତିବାଦ) —୧୮. Sending.
ବିଶେଷଣ -
[ସମ୍ପାଦନା]ଶେଷ୍ଠ; ପ୍ରଧାନ — Chief; principal.