ଜୀବନୀ

ଉଇକିଅଭିଧାନ‌ରୁ

ଜୀବନୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷଣ - (ଜୀବ ଧାତୁ+କରଣ ଅନ+ସ୍ତ୍ରୀ. ଈ)— ଯାହାଦ୍ୱାରା ଆୟୁ ବୃଦ୍ଧି ହୁଏ)[ସମ୍ପାଦନା]

୧. ଆୟୁର୍ବୃଦ୍ଧିକାରକ — ୧. Producing longevity.
୨. ପ୍ରାଣଦା —୨. Life-giving; vital.
୩. ଯାହା ଜୀବନ ଦାନ କରେ —୩. Reviving life.

(ଯଥା—ଜୀବନୀ ଶକ୍ତି)

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ଜୀବନ୍ତୀ ବୃକ୍ଷ (ଦେଖ) - —୧. Jībantī (See)
୨. ମହାମେଦା (ଦେଖ) - — ୨. Mahāmedā (See)
୩. ମେଦା (ଦେଖ) - — ୩. Medā (See).


୪. କାଙ୍କୋଲା (ଦେଖ) - ୪. Kāṅkolā (See)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. କୌଣସି ବ୍ୟକ୍ତିଙ୍କ ଜୀବନଚରିତ — ୧. Biography.
୨. ଜୀବିକା —୨. Livelihood; that by which one lives.