ଜୀବନୀ
ଦେଖଣା
ଜୀବନୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ଜୀବ ଧାତୁ+କରଣ ଅନ+ସ୍ତ୍ରୀ. ଈ)— ଯାହାଦ୍ୱାରା ଆୟୁ ବୃଦ୍ଧି ହୁଏ)
[ସମ୍ପାଦନା]- ୧. ଆୟୁର୍ବୃଦ୍ଧିକାରକ — ୧. Producing longevity.
- ୨. ପ୍ରାଣଦା —୨. Life-giving; vital.
- ୩. ଯାହା ଜୀବନ ଦାନ କରେ —୩. Reviving life.
(ଯଥା—ଜୀବନୀ ଶକ୍ତି)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଜୀବନ୍ତୀ ବୃକ୍ଷ (ଦେଖ) - —୧. Jībantī (See)
- ୨. ମହାମେଦା (ଦେଖ) - — ୨. Mahāmedā (See)
- ୩. ମେଦା (ଦେଖ) - — ୩. Medā (See).
- ୪. କାଙ୍କୋଲା (ଦେଖ) - ୪. Kāṅkolā (See)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କୌଣସି ବ୍ୟକ୍ତିଙ୍କ ଜୀବନଚରିତ — ୧. Biography.
- ୨. ଜୀବିକା —୨. Livelihood; that by which one lives.