ଉଇକିଅଭିଧାନ:ବଛା ଶବ୍ଦ/୨୦୧୮/ଅପ୍ରେଲ

ଉଇକିଅଭିଧାନ‌ରୁ

ଭାରତ

ଉଚ୍ଚାରଣ: Bhārata
ଶବ୍ଦ ବିନ୍ୟାସ: ଭରତ+ଅ
ସଂସ୍କୃତ - ବିଶେଷ୍ୟ

  1. ଭରତ ରାଜାଙ୍କ ତନୟ
  2. ଭାରତବର୍ଷ

[ଦ୍ରଷ୍ଟବ୍ୟ —ଏହା ଜମ୍ୱୁଦ୍ୱୀପର ନଅଟି ବର୍ଷ ମଧ୍ୟରୁ ଏକ]